Posted inଜାତୀୟ

ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି, ବୋତଲରେ କମଲନାଥଙ୍କ ଫଟୋ…

ଭୋପାଳ,୧୯।୧୦ : ଏବେ ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି କରିଛି। ଦମୋହରେ ନିର୍ବାଚନ ଆୟୋଗ କମଲ ନାଥଙ୍କ ଫଟୋ ଥିବା ଗଙ୍ଗାଜଳ ବୋତଲ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଭାଜପା ପାଇଁ ନୂଆ କଥା ନୁହେଁ। କିନ୍ତୁ, ସମାନ ମାର୍ଗ ଅନୁସରଣ କରି ରାମ ଏବଂ କମଲ ନାଥଙ୍କ ସାହାଯ୍ୟ ନେଇ ଅନେକ କଂଗ୍ରେସ ନେତା ତଥା ରାଜ୍ୟର ବିଧାୟକମାନେ ରାମ କଥାର ପାରାୟଣ କରୁଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗଠିତ ଟିମ ଏକ ଗାଡିରୁ ଗଙ୍ଗାଜଳ ବୋତଲ ଜବତ କରିଛନ୍ତି। ଏହି ବୋତଲଗୁଡିକରେ ପୂର୍ବତନ ସିଏମ କମଲ ନାଥ ଏବଂ ପାନ୍ନା ଜିଲାର ପୋୱାଇରୁ ଘୋଷିତ କଂଗ୍ରେସ ପ୍ରାର୍ଥୀ ମୁକେଶ ନାୟକଙ୍କ ଫଟୋ ରହିଛି।

 

ଆୟୋଗ ଦ୍ୱାରା ଗଠିତ ଏସଏସଟି ଏବଂ ଏଫଏସଟି ଦଳ କ୍ରମାଗତ ଭାବରେ ଦମୋହରେ ଯାନ ଯାଞ୍ଚ କରୁଛନ୍ତି।ଏହି କ୍ରମରେ, ଯେତେବେଳେ ଏହି ଟିମ ବୁଧବାର ବିଳମ୍ବିତ ରାତିରେ ଏକ କାରକୁ ଅଟକାଇଥିଲେ ଯାଞ୍ଚ ବେଳେ କାର ଭିତରୁ କିଛି ବୋତଲ ଜବତ କରାଯାଇଥିଲା। ଯେତେବେଳେ କାର୍‌ ଆରୋହୀଙ୍କୁ ପଚରାଗଲା, ସେ କହିଥିଲେ ଏହି ବୋତଲଗୁଡିକରେ ଗଙ୍ଗା ପାଣି ଅଛି । ଏହି କାରଟି ଭୋପାଳର ଜଣେ କଂଗ୍ରେସ ନେତାଙ୍କର ବୋଲି କୁହାଯାଉଛି।

ପିସିସି ମୁଖ୍ୟ କମଲ ନାଥ ଏବଂ ମୁକେଶ ନାୟକଙ୍କ ଫଟୋ ଗଙ୍ଗା ଜଳ ବୋତଲରେ ରହିଛି। ଏହା ବ୍ୟତୀତ କଂଗ୍ରେସର ନିର୍ବାଚନ ଚିହ୍ନ ମଧ୍ୟ ଏଥିରେ ଛପା ଯାଇଛି। ବୋତଲରେ ମଧ୍ୟ ଉଲ୍ଲେଖ ଅଛି ଯେ ଏହି ବୋତଲଗୁଡିକ କଂଗ୍ରେସର ନର୍ମଦା ହର ସେଲ ଦ୍ୱାରା ବଣ୍ଟନ କରାଯାଉଛି। ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଦର୍ଶାଇ ଅନୁସନ୍ଧାନକାରୀ ଦଳ ୧୮ ବୋତଲ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri