Categories: Video

Fun with Public – Episode 18 । ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୮

In this fresh episode of Fun with Public, youngsters were asked a few funny questions like ‘What stays hot in a refrigerator?’ Do watch the full episode to know the hilarious reactions of public. Try to give your answer in the comment section.

ଏଥର ଫନ୍ ୱିଥ୍ ପବ୍ଲିକ୍‌ରେ ଆମର ପ୍ରଶ୍ନ ଥିଲା ‘ଏମିତି କେଉଁ ଜିନିଷ ଅଛି, ଯାହା ଫ୍ରିଜରେ ରଖିଲେ ବି ଗରମ ରହିଥାଏ’। ଆଉ ଅନ୍ୟଟି ହେଉଛି ‘ବାପା ପୁଅ ଦୁଇଜଣ, ତିନୋଟି ଚକୁଳି ସମାନ ଭାବରେ କେମିତି ଖାଇବେ’? ତେବେ ଏହି ପ୍ରଶ୍ନର ଉତ୍ତର ପବ୍ଲିକ୍ କେତେ ସଠିକ୍‍ ଦେଇପାରୁଛନ୍ତି ଦେଖନ୍ତୁ ଆମର ଏହି ଏପିସୋଡରେ।