Categories: Video

Fun with Public – Episode 17 । ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୭

In this brand new episode of Fun with Public, Dharitri Live takes you on a fun ride asking denizens to recite hilarious tongue twisters. Today’s challenge is to recite ‘Gobinda-Gopala Polare Sorare Basithile, Chora Asi Tanka Jota Neigala’ in quick session. Enjoy the video and have a hearty laugh.

ଓଡ଼ିଆରେ ଆମର ଅନେକ ଢଗଢମାଳି ରହିଛି, ଯେପରିକି ‘ଗୋବିନ୍ଦ-ଗୋପାଳ ପୋଲରେ ସୋରରେ ବସିଥିଲେ, ଚୋର ଆସି ତାଙ୍କ ଜୋତା ନେଇଗଲା’। ଏଥର ଏହି ଢଗକୁ କିଭଳି ଭାବେ ପବ୍ଲିକ କହୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓରେ …