Posted inଜାତୀୟ

ଆସିଲା ତାଲିକା…ମୋଦି ୩.୦ କ୍ୟାବିନେଟ୍‌ରେ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ, ଦେଖନ୍ତୁ… 

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିଛି। ଏହାଛଡ଼ା ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ସାମିଲ ଅଛନ୍ତି।
ଜାଣନ୍ତୁ କେନ୍ଦ୍ର କ୍ୟାବିନେଟରେ କିଏ ପାଇଲେ ସ୍ଥାନ?
-ରାଜନାଥ ସିଂ-ଉତ୍ତରପ୍ରଦେଶ
-ନୀତିନ ଗଡ଼କରୀ-ମହାରାଷ୍ଟ୍ର
-ଅମିତ ଶାହା-ଗୁଜରାଟ
– ନିର୍ମଳା ସୀତାରମଣ-ତାମିଲନାଡ଼ୁ
-ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା
-ପୀୟୁଷ ଗୋଏଲ-ମହାରାଷ୍ଟ୍ର
-ମନସୁଖ ମାଣ୍ଡବିୟ-ଗୁଜରାଟ
-ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ
-ଶିବରାଜ ସିଂ-ମଧ୍ୟପ୍ରଦେଶ
-ଅନ୍ନାମଲାଇ-ତାମିଲନାଡ଼ୁ
-ସୁରେଶ ଗୋପି-କେରଳ
-ମନୋହର ଖଟ୍ଟର-ହରିଆଣା
-ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର
-କିରନ ରିଜିଜୁ-ପୂର୍ବୋତ୍ତର
-ରାଓ ଇନ୍ଦ୍ରଜିତ-ହରିଆଣା
-ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର
-କମଲଜୀତ ସହରାଓ୍ବତ-ଦିଲ୍ଲୀ
-ରକ୍ଷା ଖଡସେ-ମହାରାଷ୍ଟ୍ର
-ଜି କିଶନ ରେଡ୍ଡି-ତେଲଙ୍ଗାନା
-ହରଦୀପ ପୁରୀ-ପଞ୍ଜାବ
-ନିତ୍ୟାନନ୍ଦ ରାୟ-ବିହାର
-ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା
-ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ
-ବିଏଲ୍‌ ବର୍ମା-ଉତ୍ତରପ୍ରଦେଶ
-ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ
-ରବନୀତ ସିଂ ବିଟ୍ଟୁ-ପଞ୍ଜାବ
-ଶୋଭା କରନ୍ଦଜାଲେ-କର୍ନାଟକ
-ହର୍ଷ ମଲହୋତ୍ରା-ଦିଲ୍ଲୀ
-ଜିତିନ ପ୍ରସାଦ-ୟୁପି
-ଭାଗିରଥ ଚୌଧୁରୀ-ରାଜସ୍ଥାନ
-ସିଆର୍‌ ପାଟିଲ-ଗୁଜରାଟ
-ଅଜୟ ଟମ୍‌ଟା-ଉତ୍ତରାଖଣ୍ଡ
-ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା
-ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ
-ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri