ଆଫଗାନିସ୍ତାନ-ତାଜିକିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୦ରୁ ଅଧିକ

କାବୁଲ,୨୮ ।୨: ଆଫଗାନିସ୍ତାନ ଓ ତାଜିକିସ୍ତାନରେ ପୁଣିଥରେ ଭୂକମ୍ପର ଝଟ୍‌କା ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ମଙ୍ଗଳବାର ଭୋର ସମୟରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ ଆସିଛି । ସେହିଭଳି ତାଜିକିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

Share