Posted inଖେଳ

‘ମୋ ବାପାଙ୍କୁ ମୁକ୍ତ କର’

ଲୁଟନ୍‌,୭ା୧୧: ଅପହୃତ ପିତାଙ୍କୁ ମୁକ୍ତ କରିବା ପାଇଁ ନିବେଦନ କରି ଚର୍ଚ୍ଚାରେ ଲିଭରପୁଲ୍‌ ଫୁଟବଲର ଲୁଇସ୍‌ ଡିଆଜ୍‌। କଲମ୍ବିଆର ଏକ ଗରିଲା ଗ୍ରୁପ୍‌ ଡିଆଜଙ୍କ ମାତା ପିତାଙ୍କୁ ଅପହରଣ କରି ନେଇଥିଲେ। ମା’ଙ୍କୁ ଛାଡି ଦେଇଥିଲେ ମଧ୍ୟ ଅପହର୍ତ୍ତା ମାନେ ତାଙ୍କ ପିତାଙ୍କୁ ଛାଡି ନାହାନ୍ତି। ଏହାକୁ ନେଇ ଅନନ୍ୟ ଉପାୟରେ ଆବେଦନ କରିଛନ୍ତି ଲୁଇସ୍‌। ଅତିରିକ୍ତ ସମୟରେ ଏକ ଚମତ୍କାର ହେଡର ଜରିଆରେ ଗୋଲ ଦେଇ ଲୁଇସ୍‌ ମ୍ୟାଚ୍‌କୁ ଡ୍ର କରିଥିଲେ। ଗୋଲ ସ୍କୋର କରିବା ପରେ ନିଜ ଟି ଶାର୍ଟ ଉପରକୁ ଉଠାଇ ଏଥିରେ ଲେଖାଥିବା ମେସେଜ୍‌ ଦେଖାଇଥିଲେ। ଏଥିରେ ଲେଖାଥିଲା ‘ଲିବେର୍ଟାଡା ପାରା ପାପା’ ଯାହାର ଅର୍ଥ ହେଉଛି ମୋର ପିତାଙ୍କୁ ମୁକ୍ତ କର। ମ୍ୟାଚ୍‌ ପରେ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିଲେ ଲୁଇସ୍‌। ଏଥିରେ ଲେଖା ଥିଲା ଆଜି ମ୍ୟାଚ୍‌ ସମୟରେ ଫୁଟବଲର ଲୁଇସ୍‌ ଡିଆଜ୍‌ ନୁହେଁ ବରଂ ଲୁଇସ୍‌ ମାନୁଏଲ ଡିଆଜଙ୍କ ପୁଅ ହିସାବରେ ମୁଁ ଅନୁରୋଧ କରିଥିଲି। ପିତାଙ୍କ ଅପହରଣ ପରେ ମୋ ପରିବାର ଓ ମୁଁ ଗଭୀର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅଛୁ ତେଣୁ ତାଙ୍କୁ ମୁକ୍ତ କର ବୋଲି ସେ ଅନୁରୋଧ କରିଥିଲେ। କଲମ୍ବିଆର ସହର ବାରାନ୍‌କାସରୁ ତାଙ୍କର ପିତା ମାତାଙ୍କୁ ଅପହରଣ କରାଯାଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ତାଙ୍କ ମା’ଙ୍କୁ ପୋଲିସ୍‌ ଉଦ୍ଧାର କରିଥିଲେ ମଧ୍ୟ ପିତାଙ୍କର କୌଣସି ଖୋଜ ଖବର ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri