ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି

କଟକ,୫।୯: ଓଡ଼ିଶା ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି ଯେ ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ଜଣେ ପକ୍ଷକୁ ତାଙ୍କର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରିବା ଅନୁଚିତ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ପ୍ରଦତ୍ତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରେ।

ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କ ଏକକ ବେଞ୍ଚ ଏହି ଅନୁରୋଧର ଆଇନଗତ ଅସଙ୍ଗତି ଉପରେ ଆଲୋକପାତ କରି କହିଛନ୍ତି, “ବିଭାଜନ ମାମଲାରେ ପ୍ରତିପକ୍ଷର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷାର ଆବେଦନ ଅନାବଶ୍ୟକ। ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରିବା ତାଙ୍କର ଗୋପନୀୟତା ଅଧିକାରକୁ ପ୍ରଭାବିତ କରେ।”

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ରେ ଜଣେ ବ୍ୟକ୍ତି କୁଚିଣ୍ଡାର ସିଭିଲ ଜଜ (ସିନିୟର ଡିଭିଜନ) ନିକଟରେ ପାରିବାରିକ ସମ୍ପତ୍ତି ବିଭାଜନ ପ୍ରସଙ୍ଗକୁ ନେଇ ମାମଲା ଦାୟର କରିଥିଲେ। କିନ୍ତୁ ଟ୍ରାୟାଲ କୋର୍ଟ ଏହାକୁ ଗ୍ରହଣ କରିବାର କୌଣସି କାରଣ ନ ଥିବାରୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ, ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଏକ ସିଭିଲ ମିସେଲାନିୟସ ପିଟିସନ ଦାୟର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଲର୍ସଙ୍କ ମନମୁଖି କାର୍ଯ୍ୟ: ମଣ୍ଡିରେ ପଡ଼ିରହିଛି ୪ ହଜାର କ୍ୱିଣ୍ଟାଲ ଧାନ

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟର ଧାନ ମଣ୍ଡିରେ ଦୀର୍ଘ ଦିନ ହେଲା ଧାନ ପଡ଼ିରହିଛି।…

ଛାତିଥରା ଘଟଣା; ଏକାଥରେ ବିଷ ପିଇଲେ ୫ ନାବାଳିକା, ଏକାଠି ଜଳିଲା ଜୁଇ

ପାଟନା, ୨।୨: ବିହାରର ଔରଙ୍ଗାବାଦ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାକାର ଏକ ଗାଁରେ ପାଞ୍ଚ ଜଣ ନାବାଳିକା ଏକାଠି ବିଷ ପିଇ…

ICCର ନିୟମ ଭାଙ୍ଗିଲେ ଏହି ଖେଳାଳି! ଖେଳ ସମୟରେ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ୧୨ତମ ମ୍ୟାଚ ରବିବାର, ଫେବୃଆରୀ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ…

ପୁଣି ହଜାର ହଜାର ଟଙ୍କା କମିଲା ସୁନା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୨।୨: ସୁନାର ମୂଲ୍ୟ ଆହୁରି ହ୍ରାସ ପାଇଛି। ସପ୍ତାହର ଆରମ୍ଭ ଦିନ ଅର୍ଥାତ୍‌ ସୋମବାର ପୁଣି ଖସିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର…

ଅଜିତ ପାଓ୍ବାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷ ଟଙ୍କାର ଗହଣା ଚୋରି!

ମୁମ୍ବାଇ,୨।୨: ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି…

ଶରଦ ପାଓ୍ବାରଙ୍କୁ ଶକ୍ତ ଝଟକା, ଅଜିତ ଯିବା ପରେ ବଦଳିଗଲା NCP!

ମୁମ୍ବାଇ,୨।୨: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ର ସଭାପତି ସୁନୀଲ ତତକରେ ସ୍ପଷ୍ଟ କରିଛନ୍ତି ଯେ ଏନଡିଏ ସହିତ ରହିବା ପାଇଁ ତାଙ୍କ ଦଳର ନିଷ୍ପତ୍ତି ଦୃଢ଼…

ସଂଗ୍ରାମଙ୍କ ଘରେ ପଶିଲେ ସଶସ୍ତ୍ର ଚୋର: ଆଉ ତା’ପରେ…

କେନ୍ଦୁଝର,୨।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବଢୁଛି ଚୋରି। ରବିବାର ରାତି ପ୍ରାୟ ୧୦ଟାରେ କାଞ୍ଜିପାଣି ଥାନା ବାୟାପଣ୍ଡାଧାର ଗ୍ରାମରେ ସଂଗ୍ରାମ କେଶରୀ ନାୟକ ନାମକ ଜଣେ…

ଭାଜପାର ବରିଷ୍ଠ ନେତାଙ୍କ ପରଲୋକ, ରାଜସ୍ଥାନ କ୍ୟାବିନେଟରେ ଥିଲେ ମନ୍ତ୍ରୀ

ଜୟପୁର,୨।୨: ସୋମବାର ସକାଳେ ବରିଷ୍ଠ ଭାଜପା ନେତା ହେମ ସିଂହ ଭଦାନାଙ୍କ ଦେହାନ୍ତ ହୋଇଛି। ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜସ୍ଥାନ ରାଜନୀତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri