ଆପଣଙ୍କ ପାର୍ଟନର ଆପଣଙ୍କୁ କେତେ ଭଲ ପାଉଛନ୍ତି ଏହି ୪ କଥାରୁ ଜାଣି ନିଅନ୍ତୁ, ନଚେତ୍‌ ପରେ ବହୁତ ପସ୍ତାଇବେ

ଯେକୌଣସି ପ୍ରେମୀଯୁଗଳଙ୍କ ପାଇଁ ଡେଟ୍‌ରେ ଯିବା ଏକ ବିଶେଷ ମୁହୂର୍ତ୍ତ। ଏହି ସମୟରେ ଉଭୟ ପ୍ରେମୀ ପରସ୍ପରର ପ୍ରକୃତି, ଆଚାର, ବ୍ୟବହାର ଆଦି ବିଷୟରେ ଜାଣିଥାନ୍ତି। ତଥାପି ବେଳେବେଳେ ପାର୍ଟନର ବାଛିବା ପୂର୍ବରୁ ଟିକେ ସତର୍କ ହେବାର ଆବଶ୍ୟକତା ଥାଏ। ଆଜିକାଲି ଅନେକ ଝିଅ ହେଉ କି ପୁଅ ପ୍ରେମରେ ପଡୁଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ପ୍ରତାରଣାର ଶିକାର ହେଉଛନ୍ତି। ଏହି କାରଣରୁ ଆପଣଙ୍କ ସାଥୀ ବିଷୟରେ କିଛି କଥା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କ ସାଥୀ ପ୍ରକୃତ ଭଲ ପାଉଛନ୍ତି ନା ଟାଇମ୍‌ ପାସ୍‌ କରୁଛନ୍ତି।

ରିଲେସନଶିପ୍‌ ବିଶେଷଜ୍ଞ ଜୀବିକାଙ୍କ ଅନୁଯାୟୀ, ଯଦି ଆପଣଙ୍କର ସାଥୀ ଆପଣଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି ଭାବନ୍ତି ଏବଂ ପରସ୍ପରକୁ ଭଲ ଭାବରେ ବୁଝିବା ପରେ ମଧ୍ୟ ବନ୍ଧୁତା ଆଗକୁ ବଢୁନାହିଁ, ତେବେ ଏହା ଆପଣଙ୍କ ପାଇଁ ଏକ ରେଡ୍‌ ସିଗ୍‌ନାଲ। ଏହା ସତ ଯେ, ପ୍ରତ୍ୟେକ ମଧୁର ସମ୍ପର୍କ ବନ୍ଧୁତ୍ୱରୁ ଆରମ୍ଭ ହୋଇଥାଏ, କିନ୍ତୁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବନ୍ଧୁତା ମାଧ୍ୟମରେ ଏକ ଘନିଷ୍ଠ ସମ୍ପର୍କ ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହି ସମ୍ପର୍କ ପ୍ରେମ ଜୀବନକୁ ଏକ ସକାରାତ୍ମକ ରୂପ ଦେଇଥାଏ।

ଯେତେବେଳେ ସାଥୀ ଆପଣଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିବେ କି ଏଥିରେ ତୁମର କୌଣସି ସ୍ଥାନ ନାହିଁ। ଯଦି ଏହା କେବଳ ଆପଣଙ୍କ ସାଥୀଙ୍କ ପରିବାର, ଘନିଷ୍ଠ ବନ୍ଧୁ ଏବଂ ଆତ୍ମୀୟମାନଙ୍କ ସହିତ ଜଡ଼ିତ ହୋଇଥାଏ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଏକ ରେଡ୍‌ ସିଗ୍‌ନାଲ। ଆପଣ ବୁଝିବା ଉଚିତ ଯେ, ଆପଣଙ୍କ ସାଥୀ ଆପଣଙ୍କ ସହିତ ଦୀର୍ଘ ସମୟ ଧରି ରହିବାକୁ ଚାହାନ୍ତି ନାହିଁ।

ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଫୋନ୍‌ କିମ୍ବା ମେସେଜ କରିବାକୁ ମଧ୍ୟ ଆଗ୍ରହୀ ନୁହନ୍ତି ଏବଂ ସେ ବ୍ୟସ୍ତ ଅଛନ୍ତି ବୋଲି କହି ଆପଣଙ୍କୁ ସମୟ ଦେଉନାହାନ୍ତି। ତେବେ ଜାଣି ନିଅନ୍ତୁ ଯେ, ଆପଣଙ୍କ ସାଥୀ ଆପଣଙ୍କ ସହ ଦୀର୍ଘଦିନ ରହିବାକୁ ଚାହୁଁନାହାନ୍ତି। ସେ କେବଳ ଟାଇମ୍‌ ପାସ୍‌ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri