Categories: Video

ଲକ୍ଷ୍ମୀ ବସରେ ରହିଛି ଏହି ସୁବିଧା

ରାୟଗଡା ଜିଲାରେ ଗ୍ରାମାଞ୍ଚଳ ପରିବହନ ସେବାକୁ ସମୃଦ୍ଧ କରିଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ଯେଉଁଥିରେ ଉପକୃତ ହେଉଛନ୍ତି ଜିଲାର ୧୧ ବ୍ଲକର ୧୮୨ ପଞ୍ଚାୟତର ଲୋକେ । ପୂର୍ବଭଳି ଆଉ ସହରକୁ ଯାହାତାୟତ କରିବାକୁ ଲୋକଙ୍କୁ ଗାଡି ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁନାହିଁ କି ଖର୍ଚ୍ଚାନ୍ତ ହେବାକୁ ପଡୁନାହିଁ । ବ୍ୟବସାୟୀ ହୁଅନ୍ତୁ କିମ୍ବା ଛାତ୍ରୀଛାତ୍ର କିମ୍ବା ସାଧାରଣ ଲୋକେ ଖୁବ୍ କମ ପଇସାରେ ଲକ୍ଷ୍ମୀ ବସରେ ବସି ସହଜ ଓ ସୁବିଧାରେ ପହଞ୍ଚି ପାରୁଛନ୍ତି ନିଜ ଗନ୍ତବ୍ୟ ସ୍ଥଳରେ …