ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୧୯ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଇଟାଲୀରେ ହୋଇଥିଲା। ତେବେ ସେ ତାଙ୍କ ନିର୍ବନ୍ଧ ମୁଦିକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଦୀପିକା ନିର୍ବନ୍ଧରେ ୨.୭ କୋଟି ଟଙ୍କା ମୂଲ୍ୟର ଏକ ହୀରା ମୁଦି ପିନ୍ଧିଥିଲେ।

Share