ଲିଙ୍ଗଗତ ସମାନତା ପ୍ରତି ଗୁରୁତ୍ୱାରୋପ

ଭୁବନେଶ୍ୱର,୩୧।୩:ଦେଶର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ମାସେବ୍ୟାପୀ ଏକ ଅଭିନବ ଉତ୍ସବ ପାଳନ କରାଯାଇଥିଲା। ଏପରିକି ସମାନତା କର୍ମକ୍ଷେତ୍ର ପ୍ରଥା ମୂଳଦୁଆ ଉପରେ ଆଧାରିତ ଅଭିବୃଦ୍ଧି ରୋଡ୍‌ମ୍ୟାପ୍‌ ଦ୍ୱାରା କମ୍ପାନୀ ଭିତରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଲାଗି ବେଦାନ୍ତ ଆଲୁମିନିୟମ ସର୍ବଦା ଉଦ୍ୟମ କରୁଛି। ବିଶେଷକରି ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୩ ପାଳନ ପରିପ୍ରେକ୍ଷୀରେ କମ୍ପାନୀ ଅନେକ ପଦକ୍ଷେପ ଗ୍ରହଣ କରିଥିଲା। ଅପରପକ୍ଷରେ କମ୍ପାନୀର ମହିଳା କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ସମାନତାକୁ ଗ୍ରହଣ କରିବା (ଏମ୍ବ୍ରାସ୍‌ ଇକ୍ୱିଟି) ବିଷୟବସ୍ତୁ ଉପରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌(ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି,ବେଦାନ୍ତ ଆଲୁମିନିୟମରେ ଲିଙ୍ଗଗତ ସମାନତା ପ୍ରତି ଆମ ଆଭିମୁଖ୍ୟର ବିଶ୍ୱାସ ଓ ସଂସ୍କୃତିର ସ୍ତମ୍ଭ ଗଠନ କରିଛି। ଏପରିକି ଧାତବ, ଖଣି ଓ ଭାରି ଇଞ୍ଜିନିୟରିଂ ଶିଳ୍ପ ପରେ ବିଶ୍ୱ ଲିଙ୍ଗଗତ ବିବିଧତା ଏକ ଅଙ୍କ ସଂଖ୍ୟା ଭଳି ନିମ୍ନସ୍ତରରେ ରହିଥିବା ବେଳେ ଶିଳ୍ପର ଅଗ୍ରଣୀ ମାନବ ସମ୍ବଳ ପ୍ରଥାକୁ ନେଇ ଆମର ସୁସ୍ଥକର ଲିଙ୍ଗଗତ ବିବିଧତା ଶତାଂଶ ରହିଛି। ସମସ୍ତଙ୍କ ପାଖରେ ସମାନ ସୁଯୋଗ ପହଞ୍ଚାଇବାର ଏହି ସଂସ୍କୃତିକୁ ଆମେ ସ୍ଥାନୀୟ ଗୋଷ୍ଠୀ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛୁ। ଆମର ପ୍ରମୁଖ ନିରନ୍ତର ଜୀବନଜୀବିକା ଓ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଶୁଭଲକ୍ଷ୍ମୀ କୋ-ଅପରେଟିଭ୍‌ ଭଳି ଅନୁଷ୍ଠାନ ଜରିଆରେ ଆମେ ଗ୍ରାମୀଣ ଭାରତର ୪୧୦୦ରୁ ଅଧିକ ମହିଳାମାନଙ୍କ ପାଖରେ ଏକକାଳୀନ ଆର୍ଥିକ ସାକ୍ଷରତା, ଦକ୍ଷତା ବିକାଶ, ସଂସ୍ଥା ବିକାଶ ଆଦିକୁ ପହଞ୍ଚାଇ ସେମାନଙ୍କୁ ସାମାଜିକ, ଅର୍ଥନୈତିକ ବିକାଶରେ ଯୋଡ଼ିପାରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri