ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି । ଆଜି ସକାଳୁ ସକାଳୁ ଜାତ ମୁଣ୍ଡିଆ ଜଙ୍ଗଲରୁ ହାତୀପଲ ବାହାରି ନିକଟ ଗାଁ ଭିତରେ ପଶି ରହିଛନ୍ତି। ଡମପଡା ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଜଙ୍ଗଲୀ ହାତୀ ଦେଖିବାକୁ ଗାଁ ଲୋକଙ୍କଠାରୁ ଆରମ୍ଭ କରି ବାଟୋଇମାନଙ୍କ ଗହଳି ଜମିଛି।

 

Dharitri – Odisha’s No.1 Odia Daily

 

Share