Posted inଜାତୀୟ

୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି କରିବାର ଅଛି: ମୋଦି

ନୂଆଦିଲ୍ଲୀ,୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମଙ୍ଗଳବାର ରାଜସ୍ଥାନର କୋଟପତଲିରେ ବିଜୟ ଶଙ୍ଖନାଦ ରାଲିରେ ସେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ତଥା ବିରୋଧୀ ଦଳ ଉପରେ କଟାକ୍ଷ କରିଛନ୍ତି। ଏହି ନିର୍ବାଚନରେ ଦେଶର ରାଜନୈତିକ ପୃଷ୍ଠଭୂମୀ ଦୁଇ ଭାଗ ହୋଇଛି। ଗୋଟିଏ ପଟେ ଭାଜପା ଥିବା ବେଳେ ଅନ୍ୟ ପଟେ ଦେଶ ଲୁଟ କରିବାର ସୁଯୋଗ ଖୋଜୁଥିବା କଂଗ୍ରେସ ଅଛି। ତେବେ ୧୦ ବର୍ଷରେ ଆମେ ଯାହା କରିଛୁ ତାହା କେବଳ ଏକ ଟ୍ରେଲର, ତଥାପି ବହୁତ କିଛି କରିବାକୁ ବାକି ଅଛି।

କଂଗ୍ରେସ ଉପରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲୋକମାନେ ଜମ୍ମୁକଶ୍ମୀରର ଧାରା ୩୭୦କୁ ଛୁଇଁବାକୁ ଭୟ କରୁଥିଲେ। ସେ ରାମ ମନ୍ଦିର ନାମରେ ଲୋକଙ୍କୁ ଭୟଭୀତ କରୁଥିଲେ। ଦେଶ ଜଳିବ ବୋଲି କହିଥିଲେ। ଆଜି ଧାରା ୩୭୦ ସମାପ୍ତ ହୋଇଛି। ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। କଂଗ୍ରେସ ଏବଂ ଏହାର ଇଣ୍ଡିଆ ସହଯୋଗୀ ଦଳ ଦେଶ ପାଇଁ ନୁହେଁ ବରଂ ନିଜ ସ୍ବାର୍ଥ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ପରିବାର ଭିତ୍ତିକ ଦଳ ନିଜ ପରିବାରକୁ ବଞ୍ଚାଇବା ପାଇଁ ରାଲି କରୁଛନ୍ତି।

ଦେଶର କିଛି ଲୋକ ଧମକ ଦେଉଛନ୍ତି ଯେ ଯଦି ଭାଜପାଜିତେ ତେବେ ଦେଶରେ ନିଆଁ ଲାଗିଯିବ। ୧୦ ବର୍ଷ ମଧ୍ୟରେ ମୋଦି ସେମାନେ ଲଗାଇଥିବା ନିଆଁ ଲିଭାଉଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତାମାନେ ନିର୍ବାଚନରେ ଜିତିବେ କି ନାହିଁ ସେନେଇ ଚୁପ ରହିଛନ୍ତି। ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ସମସ୍ତ ଦୁର୍ନୀତିଗ୍ରସ୍ତ ଲୋକ ଏକତ୍ରିତ ହୋଇ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଲି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri