ସତ୍ୟବ୍ରତ ପାଣିଗ୍ରାହୀ ଗୋଟିଏ ଜାତିର ଜୀବନ ଜୀବିକା ସହ ଯୋଡ଼ି ହୋଇଥାଏ ଅନେକ କଥା ଓ ପ୍ରଥା, ଆଉ ତା’ସହ ସମ୍ମାନର ପ୍ରଶ୍ନ ଓ ସାମାଜିକ ଦର୍ଶନ।…
ଅକ୍ଷୟ କୁମାର ମିଶ୍ର ସ୍ୱାଧୀନତା ପରେ ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ଲୋକେ ବାଛିଲେ କାହା ହାତରେ ଶାସନ ଡୋରି ଦେବେ। ପାଞ୍ଚବର୍ଷ ବ୍ୟବଧାନରେ ଥରେ…
ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ପରେ ଏବେ ଅନ୍ୟଗ୍ରହରେ ବାସୋପଯୋଗୀ ପରିବେଶ ସନ୍ଧାନରେ ଲାଗିପଡ଼ିଛି। ଏହାସହ ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି। ଆମେରିକା, ଜାପାନ, ଚାଇନା…
ପ୍ରକାଶ ତ୍ରିପାଠୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳ ଦିନକୁ ଦିନ ବ୍ୟାପକ ହେଉଛି। ଇଣ୍ଟରନେଟ ଦ୍ୱାରା ଆମର ଜୀବନଯାପନ ପ୍ରଣାଳୀ…
ହରିଶ୍ ଚନ୍ଦ୍ର ଅରିଶଲ୍ୟ ବାଇବେଲ କହେ, ”କାରଣ ଈଶ୍ୱର ଜଗତକୁ ଏପରି ପ୍ରେମକଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ର(ପ୍ରଭୁ ଯିଶୁ)ଙ୍କୁ ଦାନକଲେ। ଏଣୁ ଯେକେହି…
ଜମ୍ମୁ ଓ କଶ୍ମୀରର ଦ୍ୱୈତ ଜିଲା ପୁଞ୍ଚ୍ ଓ ରଜୌରିବାସୀ ଏବେ ୧୯୯୦ ସମୟର ଉଗ୍ରବାଦ ପରିସ୍ଥିତିକୁ ସାମ୍ନା କଲାଭଳି ଅବସ୍ଥାରେ ପହଞ୍ଚତ୍ଥିବା ମନେହେଉଛି। କାରଣ ଏହିସବୁ…
ଆଲ୍ଲାହାବାଦର ହିନ୍ଦୁସ୍ଥାନୀ ଗାୟିକା ଜାନକୀ ବାଈ ବିଂଶଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଗ୍ରାମୋଫୋନ୍ କମ୍ପାନୀ ମାନ୍ୟତାପ୍ରାପ୍ତ ଉଚ୍ଚକୋଟୀର କଳାକାର ଥିଲେ। ତାଙ୍କ ସଙ୍ଗୀତ ଯାତ୍ରାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ…