Categories: Video

କର୍ତ୍ତବ୍ୟ ଓ ମମତା

ଚଣ୍ଡିଗଡରୁ ଆସିଥିବା ଏହି ଭିଡିଓ ଏବେ ଶୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି। ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ୍ କୋଳରେ ନିଜ ସନ୍ତାନକୁ ଧରି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ଟ୍ୱିଟରରେ ଏହି ଭିଡିଓକୁ ବେଶ୍ ଲୋକପ୍ରିୟତା ମିଳିଛି। ଏହାକୁ ଦେଖିବା ପରେ ବହୁ ଭଲ କମେଣ୍ଟ ମଧ୍ୟ ଟ୍ୱିଟରରେ ମିଳୁଛି। ଏହି ଭିଡିଓକୁ ଏବ ୩୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।