କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର ଇସ୍ତଫାପତ୍ରକୁ ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଲାଲଙ୍କୁ ସମ୍ବଲପୁର ଲୋକ ସଭା ପାଇଁ ପ୍ରାର୍ଥୀ କରିଥିଲା କଂଗ୍ରେସ। ତାଙ୍କ ଟିକେଟ୍‌ କାଲି କାଟି ତାଙ୍କ ବଦଳରେ  ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଉଛି ୨୦୨୫କୁ ନେଇ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ, କ’ଣ ବାସ୍ତବରେ ସତ ହେବାକୁ ଯାଉଛି…?

ନୂଆଦିଲ୍ଲୀ,୧୪।୬: ବାବା ଭେଙ୍ଗା ଜଣେ ବୁଲଗେରିଆନ ଭବିଷ୍ୟବକ୍ତା ଥିଲେ, ଯିଏ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ୧୯୯୬...

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

ଏୟାର ଇଣ୍ଡିଆ ଦୁର୍ଘଟଣା ପଛରେ ଅଛି ତୁର୍କି କନେକ୍ସନ! ବାବା ରାମଦେବ କଲେ ବଡ଼ ଦାବି,Video

ନୂଆଦିଲ୍ଲୀ,୧୪।୬: ଯୋଗଗୁରୁ ବାବା ରାମଦେବ ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏହା ଏକ ସମ୍ଭାବ୍ୟ ବିଦେଶୀ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ...

ଏହି ଦିନ ଆସିବ PM Kisan ୨୦ତମ କିସ୍ତିର ୨୦୦୦ ଟଙ୍କା! ଜାଣନ୍ତୁ ଜରୁରୀ ସୂଚନା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି ଚାଷୀଙ୍କୁ ଏକ ବଡ଼...

WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ...

ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍‌ ହେଲା…

ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍‌ ବିଭିନ୍ନ ହୋଟେଲ...

ଯାଜପୁରରେ ଭୋଜି ଉପରେ ଲାଗିଲା କଟକଣା: ରଜରେ ଭୋଜି ମନା…

ଯାଜପୁର,୧୪।୬: ଯାଜପୁରରେ କଲେରା ବ୍ୟାପୀଥିବାରୁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଅଛି। ସାମୂହିକ ସମାବେଶରେ ଭୋଜିର ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି। ଗରମ ଖାଦ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri