Categories: Video

ଭାରତୀ ଓ ହର୍ଷ ଗିରଫ

ଆଜିର ଏପିସୋଡରେ ଦେଖିବା

* ଏନସିବି ଟାର୍ଗେଟରେ ଭାରତୀ ସିଂହ, ‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ କିଙ୍ଗ ଖାନ୍

* କେବେ ରିଲିଜ ହେବ ପ୍ରଭାସଙ୍କ ହାଇ ବଜେଟ ଫିଲ୍ମ ‘ଆଦିପୁରୁଷ’

* ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ ଓ ୮୩ ର ନୂଆ ରିଲିଜ ଡେଟ୍

* ରିଚା ଚଡ୍ଡାଙ୍କୁ ମିଳିଲା ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାର

* ଭାଣିଜୀଙ୍କ ସହ ବିବାହ କରିବା ଖବର ମିଥ୍ୟା କହିଲେ ପ୍ରଭୁଦେବା