Categories: ଫୁରସତ

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। ପରେ ଜଣେ ବ୍ୟକ୍ତି ରାସ୍ତାରେ ବ୍ୟାୟାମ କରୁଥିବା ଦେଖି କୁକୁର ମଧ୍ୟ ସେହିଭଳି କରୁଛି। ବ୍ୟକ୍ତି ଜଣକ ଯେପରି କରୁଛନ୍ତି କୁକୁର ମଧ୍ୟ ସେହିଭଳି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share