Posted inଫୁରସତ

ଜାଣନ୍ତି କି ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ରେ କାହିଁକି ରହିଥାଏ ଛିଦ୍ର

ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ଦେଖୁ କିନ୍ତୁ ଏହା ପଛର କାରଣ ଜାଣିବାକୁ କେବେ ବି ଚେଷ୍ଟା କରି ନ ଥାଉ। ଏହା କଦାପି ମନକୁ ଆସେ ନାହିଁ ଯେ, କାହିଁକି କିଛି ଦ୍ରବ୍ୟର ଆକାର ଏବଂ ପ୍ରକାରରେ କିଛି ସମାନତା ଥାଏ। କିନ୍ତୁ ଯେତେବେଳେ ଏହାର କାରଣ ଜଣାପଡ଼େ ସେତେବେଳେ ଆଶ୍ଚର୍ଯ୍ୟ ଲାଗେ। ଆପଣ କେବେ ଭାବିଛନ୍ତି କି ପ୍ଲାଷ୍ଟିକ ଷ୍ଟୁଲ୍‌ ମଝିରେ କାହିଁକି ରହିଥାଏ ଛିଦ୍ର। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

reason for the hole in the plastic stool

ଏହା ପଛରେ ଏକ ବିଶେଷ କାରଣ ରହିଛି, ଯାହା ଅତ୍ୟନ୍ତ ବ୍ୟବହାରିକ ଏବଂ ବିଜ୍ଞାନ ସହ ଜଡ଼ିତ। ଅଧିକାଂଶ ଲୋକ ଭାବନ୍ତି ଷ୍ଟୁଲ୍‌ରେ ତିଆରି ଛିଦ୍ରଟି ଷ୍ଟୁଲ୍‌ ଉଠାଇବା ପାଇଁ ରହିଥାଏ। କିନ୍ତୁ ବାସ୍ତବରେ ଏହାର କାରଣ ଅନ୍ୟ କିଛି ରହିଛି। କମ୍‌ ସ୍ଥାନ ଯୋଗୁ ପ୍ଲାଷ୍ଟିକ ଷ୍ଟୁଲଗୁଡ଼ିକ ଘରେ ବ୍ୟବହୃତ ହୁଏ। ଷ୍ଟୁଲ୍‌ ଅଧିକ ସ୍ଥାନ ନିଏ ନାହିଁ ଏବଂ ତେଣୁ ଘରେ ଅଧିକ ଷ୍ଟୁଲ୍‌ ରଖିବାରେ ଅସୁବିଧା ନ ଥାଏ। ଛିଦ୍ର ଥିବାରୁ ଏହାକୁ ଅପସାରଣ କରିବା ସହଜ ହୋଇଥାଏ।

विज्ञान के नजरिये से भी प्लास्टिक स्टूल में बने होल हैं ज़रूरी

ଏହି ଛିଦ୍ର କେବଳ ଷ୍ଟୁଲ ଉଠାଇବା ପାଇଁ ଉପଯୋଗୀ ନୁହେଁ, ଏହା ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ। ଏଥିରୁ ଏହା ସ୍ପଷ୍ଟ ଯେ, ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ରେ ତିଆରି ଛିଦ୍ରଗୁଡ଼ିକ ଅତ୍ୟନ୍ତ ସଠିକ୍‌ ଏବଂ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ଷ୍ଟୁଲ୍‌ରେ ଛିଦ୍ର ହେବାର ଆଉ କିଛି କାରଣ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ବି ଭାରୀ ବ୍ୟକ୍ତି ଏହି ପ୍ଲାଷ୍ଟିକ ଷ୍ଟୁଲରେ ବସିଥା’ନ୍ତି, ତାଙ୍କ ଚାପ ହେତୁ ଷ୍ଟୁଲ୍‌ ଫାଟିଯିବାର ସମ୍ଭାବନା ରହିଥାଏ। ଏପରି ପରିସ୍ଥିତିରେ ଏହି ଛିଦ୍ରଗୁଡ଼ିକ ନମନୀୟତା ବଜାୟ ରଖନ୍ତି ଏବଂ ଷ୍ଟୁଲ୍‌ ଭାଙ୍ଗିବା ଠାରୁ ରକ୍ଷା ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri