ହାର୍ଟଆଟାକ୍‌ ଆସିବା ପରେ କରନ୍ତୁ ଏମିତି କାମ, ବଞ୍ଚିଯିବ ରୋଗୀର ଜୀବନ

ଭାରତରେ ହାର୍ଟଆଟାକ୍‌ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ବର୍ତ୍ତମାନ ଦେଶରେ ହାର୍ଟଆଟାକ୍‌ ଯୋଗୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ, ୨୫ ରୁ ୪୫ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ହାର୍ଟଆଟାକ୍‌ର ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଜିମରେ ବ୍ୟାୟାମ କିମ୍ବା ନାଚିବାବେଳେ ହାର୍ଟଆଟାକ୍‌ ହେବାର ଅନେକ ରିପୋର୍ଟ ସାମ୍ନାକୁ ଆସିଛି। \ଏହି ଘଟଣା ସୂଚିତ କରେ ଯେ ଖରାପ ଜୀବନଶୈଳୀ ଏବଂ ଚାପ ଯୁବକମାନଙ୍କ ମଧ୍ୟରେ ମଧ୍ୟ ହାର୍ଟଆଟାକ୍‌ର କାରଣ ହୋଇଥାଏ।
ହାର୍ଟଆଟାକ୍‌ ପରେ ପ୍ରଥମେ ବ୍ୟକ୍ତିଙ୍କୁ ଏକ ଶାନ୍ତ ସ୍ଥାନରେ ଶୁଆଇ ଦିଅନ୍ତୁ। ଯଦି କେହି ହଠାତ୍‌ ଚେତାଶୂନ୍ୟ ହୋଇଯାଏ, ସର୍ବପ୍ରଥମେ ସେହି ବ୍ୟକ୍ତିର ନାଡିକୁ ତୁରନ୍ତ ଯାଞ୍ଚ କରନ୍ତୁ ଯଦି ନାଡିକୁ ଆଦୌ ଅନୁଭବ ହେବ ନାହିଁ ତେବେ ବୁଝନ୍ତୁ ଯେ ସେହି ବ୍ୟକ୍ତି ହାର୍ଟଆଟାକ୍‌ରେ ପୀଡିତ। କାରଣ ହାର୍ଟଆଟାକ୍‌ରେ ହୃଦସ୍ପନ୍ଦନ ବନ୍ଦ ହୋଇଯାଏ, ତେଣୁ ନାଡି କାମ କରେ ନାହିଁ। ଦୁଇରୁ ତିନି ମିନିଟ ମଧ୍ୟରେ ତାଙ୍କ ହୃଦୟକୁ ପୁନର୍ଜୀବିତ କରିବା ଆବଶ୍ୟକ, ନଚେତ୍‌ ଅମ୍ଳଜାନ ଅଭାବ ହେତୁ ତାଙ୍କ ମସ୍ତିଷ୍କ ନଷ୍ଟ ହୋଇପାରେ। ଏପରି ପରିସ୍ଥିତିରେ ଯଦି ହୃଦଘାତ ହୁଏ, ତୁରନ୍ତ ଛାତିକୁ ଜୋର୍‌ରେ ପୁଶ୍‌ କରିବା ଆବଶ୍ୟକ। ହୋଶ ଆସିବା ପର୍ଯ୍ୟନ୍ତ ହାର୍ଟଆଟାକ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ଛାତିକୁ ପୁଶ୍‌ କରନ୍ତୁ। ଏହା କରିବା ଦ୍ୱାରା ତାଙ୍କ ହୃଦୟ ପୁଣି କାମ କରିବା ଆରମ୍ଭ କରିବ।
ଯଦି କେହି ଚେତାଶୂନ୍ୟ ହୋଇଯାଇଛନ୍ତି ଏବଂ ନାଡି କାମ କରୁ ନାହିଁ, ତେବେ ତୁରନ୍ତ ତୁମ ହାତରେ ତାଙ୍କୁ ସିପିଆର୍‌ ଦିଅନ୍ତୁ। ମୁଖ୍ୟତଃ ଦୁଇଟି କାର୍ଯ୍ୟ ସିପିଆର୍‌ରେ କରାଯାଇଥାଏ। ପ୍ରଥମଟି ହେଉଛି ଛାତି ଦବାଇବା ଏବଂ ଦ୍ୱିତୀୟଟି ହେଉଛି ପାଟିରୁ ନିଃଶ୍ୱାସ ଦେବା, ଯାହାକୁ ପାଟିରୁ ପାଟି ଶ୍ୱାସକ୍ରିୟା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri