ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ଉପରେ ଅନେକ ଆକର୍ଷଣୀୟ ଅଫର ଏବଂ ରିହାତି ସହ ଅନେକ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏପରିକି ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହା ସହ ପ୍ରାଇସ୍‌ ମ୍ୟାଚ୍‌ର ଗ୍ୟାରେଣ୍ଟି ମଧ୍ୟ ଦିଆଯାଉଛି। ଫଳରେ ଗ୍ରାହକମାନେ ଏହି ସୀମିତ ଅବଧି ଅଫରଗୁଡ଼ିକୁ ୨୦୨୩ ଜୁଲାଇ ୧୬ ପର୍ଯ୍ୟନ୍ତ ଦେଶର ଯେକୌଣସି ରିଲାଏନ୍ସ ଡିଜିଟାଲ ଷ୍ଟୋର କିମ୍ବା ମାଇ ଜିଓ ଷ୍ଟୋରରୁ ପାଇପାରିବେ। ସେହିଭଳି ଗ୍ରାହକଙ୍କୁ ସହଜ ବୀମା (ଇଜି ଫାଇନାନ୍ସିଂ) ଏବଂ ଋଣ ବିକଳ୍ପ ସାଥିରେ ମଧ୍ୟ ଗ୍ରାହକମାନେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଲେଟେଷ୍ଟ ଟେକ୍‌, ଦ୍ରୁତତମ ଡେଲିଭରି ଏବଂ ଇନ୍‌ଷ୍ଟାଲେଶନ ସୁବିଧା ମଧ୍ୟ ପାଇପାରିବେ। ବିଶେଷକରି ଡିଜିଟାଲ ଇଣ୍ଡିଆ ସେଲ୍‌ରେ ଗ୍ରାହକ ଅନେକ ଆକର୍ଷଣୀୟ ଅଫର ଉପଭୋଗ କରନ୍ତୁ। ମାତ୍ର ୩୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ନୂଆ ଓପୋ ରେନୋ ୧୦ପ୍ରୋ ୫ଏ ସିରିଜ୍‌କୁ ଏକ୍ସପ୍ଲୋର୍‌ କରିପାରିବେ। ସେହିପରି ମାତ୍ର ୧,୦୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ଅଲ୍‌ଟ୍ରାକୁ ଅପ୍‌ଗ୍ରେଡ୍‌ କରନ୍ତୁ। ଏପରିକି ମାତ୍ର ୪୯,୪୯୯ ଟଙ୍କାରେ ଉପଲବ୍ଧ ଇଣ୍ଟେଲ ୧୧ତମ ଜେନ୍‌ କୋର୍‌ ଆଇ୫, ୮ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସାଥିରେ ଡେଲ୍‌ ଇନ୍ସପିରେସନ୍‌ ୩୫୧୧ ଭଳି ଚମତ୍କାର ଲ୍ୟାପ୍‌ଟପ୍‌ ଡିଲ୍‌ ଆବିଷ୍କାର କରନ୍ତୁ କିମ୍ବା ଇଣ୍ଟେଲ ୧୨ତମ ଜେନ୍‌ କୋର୍‌ ଆଇ୫, ୧୬ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସହ ଏକ ଏଚ୍‌ପି ପାଭିଲିୟନ୍‌ ୧୫ କିଣନ୍ତୁ, ଯାହାର ମୂଲ୍ୟ ମାତ୍ର ୫୩,୪୯୯ ଟଙ୍କା (ଏକ୍ସଚେଞ୍ଜ ପ୍ରୋଗ୍ରାମ, କ୍ୟାଶବ୍ୟାକ୍‌, ଏବଂ ପ୍ରୋମୋ ପରର ମୂଲ୍ୟ) ରହିଛି। ଅପରପକ୍ଷରେ ୪୬,୯୯୦ ଟଙ୍କାରୁ ଆରମ୍ଭ (ମୂଲ୍ୟ ପୋଷ୍ଟ ବ୍ୟାଙ୍କ କ୍ୟାଶ୍‌ବ୍ୟାକ୍‌) ଏକ ୬୫ ୟୁଏଚ୍‌ଡି ଟିଭି ଦ୍ୱାରା ନିଜର ମନୋରଞ୍ଜନ ଅଭିଜ୍ଞତାକୁ ପରିବର୍ତ୍ତନ କରନ୍ତୁ ଏବଂ କେବଳ ସେତିକି ନୁହେଁ, ଚୟନିତ ୱାଶିଂ ମେଶିନ୍‌ କିଣନ୍ତୁ ଏବଂ ୩,୮୫୦ ଟଙ୍କା ମୂଲ୍ୟର ଏକ ମାଗଣା ମିକ୍ସର ଗ୍ରାଇଣ୍ଡର ପାଆନ୍ତୁ କିମ୍ବା ରେଫ୍ରିଜରେଟର ବାଛନ୍ତୁ ଏବଂ ୭,୯୯୦ ମୂଲ୍ୟର ଏକ ମାଗଣା ସ୍ମାର୍ଟୱାଚ୍‌ ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri