Categories: ବାଣିଜ୍ୟ

ରାଜ୍ୟ, ଦେଶ, ବିଶ୍ୱର ପ୍ରଭାବଶାଳୀ ନେତୃତ୍ୱଙ୍କୁ ନେଇ ‘ଧରିତ୍ରୀ’ର ପାୱାର ଲିଷ୍ଟ ୨୦୨୦

୨୦୨୦ ମସିହା କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ପୃଥିବୀକୁ ଦୋହଲାଇ ଦେଇଛି। କରୋନା ଭୂତାଣୁ ମଣିଷ ଜାତିକୁ ଅନେକ ନୂଆ ଦିଗ ଦେଖାଇଛି। ଏହି ସମୟରେ ରାଜନୈତିକ ଏବଂ ସାମାଜିକ ନେତୃତ୍ୱର ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି। ଏଭଳି ପ୍ରଚ୍ଛଦପଟରେ ‘ଧରିତ୍ରୀ’ ଏକ କ୍ଷମତା ତାଲିକା ଓଡ଼ିଶା, ଭାରତ ଏବଂ ବିଶ୍ୱକୁ ନେଇ ପ୍ରସ୍ତୁତ କରିଛି। ଏହି ୩ଟି ତାଲିକାରେ କରୋନା, କୋଭିଡ୍‌-୧୯ ଏବଂ କୋଭିଡ୍‌-୧୯ ନ୍ୟୁ ଷ୍ଟ୍ରେନ୍‌ ସବୁଠାରୁ ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ହୋଇଛି।

 

 

 

Share