Categories: Video

୨ ଆହତ ଯବାନଙ୍କୁ ଏୟାର ଲିଫ୍ଟ କଲେ ଡିଜି

କନ୍ଧମାଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଜି ଡିଜିପି ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରିଛନ୍ତି । ମାଓବାଦୀ ଲୁଚିଥିବା ଖବର ପାଇ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା ।