Categories: Video

Devendra Fadnavis resigns | ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ ଫଡନବିସ

Days after being challenged by Shiv Sena-NCP-Congress alliance at the Supreme Court, Devendra Fadnavis stepped down as Chief Minister of Maharashtra Tuesday on the eve of crucial floor tests scheduled Wednesday. The BJP had to let go of its ‘Maha’ ambitions within 80 hours of forming government.

ମହାରାଷ୍ଟ୍ରରେ ଫଡନବିସ୍ ଶପଥ ନେବା ପରଠୁ ଏହାକୁ ଏନସିପି-ଶିବସେନା ବିରୋଧ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମଙ୍ଗଳବାର ଭାଜପାକୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ସହଜ ନଥିବା ମନେ କରି ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନବିସ୍ । ଅର୍ଥାତ ୮୦ ଘଣ୍ଟା ମଧ୍ୟରେ ହିଁ ଭାଜପାର ସରକାର ଗଠନର ଦମ୍ଭ ଭାଙ୍ଗି ଚୂରମାର ହୋଇଯାଇଛି।