Board Exams 2024: ଆଡମିଟ୍‌ କାର୍ଡରେ ଚେକ୍‌ କରିନିଅନ୍ତୁ ଏହି ଡିଟେଲ୍ସ, ନଚେତ୍‌ ହୋଇପାରେ ସମସ୍ୟା…

ନୂଆଦିଲ୍ଲୀ,୪।୧: ସିବିଏସଇ ବୋର୍ଡ ପରୀକ୍ଷା କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ତେବେ ଆଡମିଟ୍‌ କାର୍ଡ ଆସିବା ପରେ ଏଥିରେ ଦିଆଯାଇଥିବା ବିବରଣୀକୁ ସଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ। ଯଦି କୌଣସି ଅଭାବ ଥାଏ, ତେବେ ଏହାକୁ ଠିକ ସମୟରେ ସଂଶୋଧନ କରାଯିବା ଉଚିତ ନଚେତ୍‌ ପରେ ସମସ୍ୟା ଉପୁଜିପାରେ। ଏହି ନିୟମ ସମସ୍ତ ବୋର୍ଡର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଯୁଜ୍ୟ। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ। ଯଦି ଆଡମିଟ୍‌ କାର୍ଡରେ କିଛି ତ୍ରୁଟି ଥିବ, ତାହାକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ…

– ଉଭୟ ଦଶମ ଏବଂ ଦ୍ୱାଦଶର ଆଡମିଟ୍‌ କାର୍ଡ ପାଇବା ପରେ, ସେଗୁଡ଼ିକରେ ଏହି ବିବରଣୀଗୁଡିକ ଯାଞ୍ଚ କରନ୍ତୁ । ସର୍ବପ୍ରଥମେ ବ୍ୟକ୍ତିଗତ ବିବରଣୀ ଯେପରିକି ନାମ, ପିତାଙ୍କ ନାମ, କାଟାଗୋରୀ, ଆଇଡି।
– ନାମର ବନାନ ଇତ୍ୟାଦିରେ କୌଣସି ଭୁଲ ଅଛି କି ନାହିଁ ଯାଞ୍ଚ କରିବା ଉଚିତ୍‌।
– ଏହା ପରେ ବିଷୟ ଏବଂ ପରୀକ୍ଷା ତାରିଖକୁ ଭଲ ଭାବେ ଚେକ୍‌ କରିନିଅନ୍ତୁ। କେଉଁ ତାରିଖରେ କେଉଁ ପରୀକ୍ଷା ଅଛି।
– ଏହା ପରେ ଦସ୍ତଖତ। ବିଶେଷକରି ସିବିଏସଇ ବୋର୍ଡର ଆଡମିଟ କାର୍ଡରେ ତିନୋଟି ଦସ୍ତଖତ ଆବଶ୍ୟକ। ଏସବିଆଇ ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରର ଅଭିଭାବକ । ତିନୋଟି
ଦସ୍ତଖତ ରହିବା ଜରୁରୀ।
– ଯଦି ଆପଣ କୌଣସି ପ୍ରକାରର ସମସ୍ୟା ଦେଖନ୍ତି, ଠିକ୍‌ ସମୟରେ ଆପଣଙ୍କ ବିଦ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ । ବିଦ୍ୟାଳୟ ବୋର୍ଡ ସହିତ ଯୋଗାଯୋଗ କରି ଏହାକୁ ସଂଶୋଧନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri