ସବୁଠାରୁ ଅଧିକ ଗଭିରତାରେ ମିଳିଲା ଆମେରିକା ଯୁଦ୍ଧ ଜାହାଜର କିଛି ଅଂଶ, ୭୮ ବର୍ଷ ପୂର୍ବରୁ ବୁଡିଥିଲା ଜାହାଜ

ୱାଶିଂଟନ,୨୭ ।୬: ଫିଲିପିନ ସାଗରରେ ସମୁଦ୍ର ବୁଡାଳିଙ୍କୁ ବୁଡିଯାଇଥିବା ଜାହାଜର କିଛି ଅଂଶ ମିଳିଛି । ଜାହାଜ ‘ୟୁଏସଏସ ସୌମୁଅଲ ବି ରବର୍ଟସ’ର କିଛି ଭଙ୍ଗା ଅଂଶ ୨୩ ହଜାର ଫୁଟ(୬,୮୯୫ ମିଟର) ଗଭିରରେ ମିଳିଛି । ଏହି ଜାହାଜକୁ ‘ସୌମି ବି’ କୁହାଯାଏ । ତେବେ ବୁଡି ଯାଇଥିବା ଏହି ଜାହାଜକୁ ବୈଜ୍ଞାନିକମାନେ ଖୋଜି ବାହାର କରି ନାହାନ୍ତି । ଏହାକୁ ଟେକ୍ସାସର ଜଣେ ଅରବପତି ଭିକ୍ଟର ବେସ୍କୋଭା ଖୋଜି ବାହାର କରିଛନ୍ତି, ଯାହାଙ୍କ ନିକଟରେ ଏକ ଡିପ-ଡାଇଭିଂଗ ସବମର୍ସିବଲ ରହିଛି । ‘ସୌମି ଭି’ ଦୁଇଭାଗ ହୋଇଯାଇଥିବା ଅବସ୍ଥାରେ ମିଳିଛି । ଏବେ ପର୍ଯ୍ୟନ୍ତ ଖୋଜା ଯାଇଥିବା ଏହା ସବୁଠାରୁ ଗଭିରରେ ମିଳିଥିବା ଭଙ୍ଗା ଅଂଶ । ଏହା ପୂର୍ବରୁ ବେସ୍କୋଭା ଗତବର୍ଷ ୨୧,୨୨୩ ଫୁଟ ଗଭିରତାରେ ୟୁଏସଏସ ଜନଷ୍ଟନକୁ ଖୋଜିଥିଲେ । ଏହା ଶେଷକୁ ବଞ୍ଚି ରହିଥିବା ଆମେରିକା ଜାହଜ ମଧ୍ୟରୁ ଗୋଟିଏ । ଏହା ଜାପାନ ବିରୋଧରେ ନିଜର ବାହାଦୂରି ପାଇଁ ପରିଚିତ ଥିଲା । ବେସ୍କୋଭା ଟୁଇଟରରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ସମୁଦ୍ର ତଳେ ‘ସୌମି ବି’କୁ ଦେଖିହେବ । ଲାଗୁଛି ସତେ ଯେମିତି ଏହାର ଆଉ ଏକ ଭାଗ ଖୁବ୍ ଦ୍ରୁତ ଗତିରେ ପିଟିହୋଇଥିବାରୁ ଏହା କ୍ଷତିଗ୍ରସ୍ତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri