Categories: Video

ସବୁ ବ୍ୟବସ୍ଥା ହୋଇଛି

ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା ହୋଇଛି, ତା’ର ତଦାରଖ କରିବା ପାଇଁ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। ଶୁଣନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ ? କ’ଣ ସବୁ ବ୍ୟବସ୍ଥା ହୋଇଛି ବାତ୍ୟା ୟାସ୍ ପାଇଁ ?