Categories: Video

Cuttack’s award-winning Babula dahibara | କଟକ ସ୍ପେଶାଲ ବାବୁଲା ଦହିବରା

Cuttack has made a name for itself when it comes to Dahibara Aloodum. It is hard to resist some neatly made Dahibara Aloodum topped with spicy chutney. The case is especially so at Babula’s stall that has won the national level ‘Street Food Festival’ award. Let’s learn more about him.

ସୁଆଦିଆ ଦହିବରା ସାଙ୍ଗକୁ ଆଳୁଦମ ଏବଂ ସ୍ପେଶାଲ ରାଗ ଚଟଣୀକୁ ଦେଖିଲେ ଆପଣ ଆଉ ଦହିବରା ନଖାଇ ରହିପାରିବେ ନାହିଁ । ଭିଡ଼ିଓରେ କଟକର ଏଭଳି ଏକ ଦହିବରା ଷ୍ଟଲ ସମ୍ପର୍କରେ ଜାଣନ୍ତୁ, ଯାହା କେବଳ କଟକରେ ନୁହେଁ ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା ଷ୍ଟ୍ରିଟ୍ ଫୁଡ ଫେଷ୍ଟିଭାଲରେ ସ୍ଥାନ ପାଇବା ସହ ନମ୍ବର ୧ ଫୁଡର ମାନ୍ୟତା ପାଇଛି ।