Categories: Video

କେମିତି ହେବ ଭ୍ୟାକ୍ସିନ ରେଜିଷ୍ଟ୍ରେସନ

କୋୱିନ ଆପ ନାମରେ ଏକ ମୋବାଇଲ ଆପଲିକେସନ ନେଇ କେନ୍ଦ୍ର ସରକାର ସୂଚନା ଦେଇଥିଲେ। ଏହି ଆପରେ ଟିକା କରଣର ପ୍ରକ୍ରିୟା ସହିତ, ପ୍ରଶାସନିକ ସୂଚନା, ଏବଂ ଯେଉଁ ବ୍ୟକ୍ତିଙ୍କୁ ଟିକା ଦିଆଯିବ ସେମାନଙ୍କର ସୂଚନା ରହିବ। ପ୍ରଶାସନିକ ମୋଡ୍ୟୁଲ, ରେଜିଷ୍ଟ୍ରେସନ ମୋଡ୍ୟୁଲ, ଭ୍ୟାକସିନେସନ ମଡ୍ୟୁଲ, ବେନିଫିସିଆରି ମୋଡ୍ୟୁଲ, ରିପୋର୍ଟ ମୋଡ୍ୟୁଲ ରହିଛି। ଯେଉଁମାନେ ଟିକା ଦେବେ ଓ ଯେଉଁମାନେ ଟିକା ନେବେ ସେମାନଙ୍କୁ ନୋଟିଫକେସନ ଦିଆଯିବ।