Posted inଜାତୀୟ

ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି କୋଭିଡ- ୧୯। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ବ୍ୟାାଙ୍କିଙ୍ଗ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ସେ ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ଉତ୍ପାଦନ, ରୋଜଗାର ଏବଂ ସ୍ବାସ୍ଥ୍ୟ ଉପରେ ଅଭୁତପୂର୍ବ ନକରାତ୍ମକ ପ୍ରଭାବ ପଡିଥିବା ଦେଖାଯାଇଛି। ତେବେ ଦେଶର ଆର୍ଥିକ ସ୍ଥିତିକୁ ସମ୍ଭାଳିବାକୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ପଦକ୍ଷେପ ନେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଲା ଚାଇନା: ଇରାନ ଉପରେ ଆକ୍ରମଣ କଲେ…

ଓ୍ବାଶିଂଟନ୍‌,୨୬।୨: ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଚାଇନା ଖୋଲାଖୋଲି ଭାବରେ ଇରାନର ପକ୍ଷ ନେଇଛି। ଚାଇନା ୱାଶିଂଟନକୁ ଧମକ ଦେଇଛି ଯେ, ଯଦି ଆମେରିକା ତେହେରାନ ଆକ୍ରମଣ…

ଅଡୁଆରେ ଅଭିମୁକ୍ତେଶ୍ୱରାନନ୍ଦ! ନାବାଳିକ ପିଲାଙ୍କ ମେଡିକାଲ ରିପୋର୍ଟରେ ବଳାତ୍କାର ହୋଇଥିବା ହେଲା ସ୍ପଷ୍ଟ

ପ୍ରୟାଗରାଜ,୨୬।୨: ନାବାଳକ ପିଲାମାନଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗର ସମ୍ମୁଖୀନ ହେଉଥିବା ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ପୀଡିତାଙ୍କ ଡାକ୍ତରୀ ରିପୋର୍ଟ ବଳାତ୍କାରକୁ ନିଶ୍ଚିତ କରିଛି।…

ବଡ଼ ସୂଚନା ଦେଲେ ଭାଜପା ରାଜ୍ୟ ପ୍ରଭାରୀ, ରାଜ୍ୟ ସଭା ପ୍ରାର୍ଥୀ ନେଇ କହିଲେ…

ଭୁବନେଶ୍ୱର,୨୬ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।…

ମାର୍ଚ୍ଚ ୧ରୁ ବଦଳିବ ରେଲଓ୍ବେର ଏହି ନିୟମ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ଟିକେଟ୍‌ ବୁକିଂ ପୂର୍ବରୁ…

ନୂଆଦିଲ୍ଲୀ,୨୬।୨: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରିଜର୍ଭେସନ ସହିତ ଯାତ୍ରା କରନ୍ତି, ଯେତେବେଳେ ଅନେକ ସାଧାରଣ ଟିକେଟ…

ଗୋ ମାଂସ ନେଇ ଯାଉଥିବାବେଳେ ବ୍ୟବସାୟୀଙ୍କୁ କାବୁ କଲେ ଗ୍ରାମବାସୀ, ଅଟକ ରଖି ଦେଲେ ପୋଲିସ ଜିମା

ଧର୍ମଶାଳା,୨୬।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ…

ସରକାରଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସିଜେଆଇ, କହିଲେ ସେ ସନ୍ତୁଷ୍ଟ ହେବେ ନାହିଁ, ଯେପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୬ା୨: NCERTର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ ସମ୍ପର୍କରେ ଗୁରୁବାର ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଖୁବ୍‌ ରାଗି…

ଅନ୍ୟ କେଉଁ ଦେଶକୁ ନୁହେଁ, କେବଳ ଭାରତକୁ ଏହି ଜିନିଷ ଦେବ ଇସ୍ରାଏଲ୍‌: ଥରିଉଠିବ ପାକିସ୍ତାନ

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଏହି ଅସ୍ତ୍ର ଦାବି…

ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri