Categories: Video

କ୍ୟାପିଟାଲ୍‌ରେ ଟିକାକରଣ

ଆଜିଠାରୁ ଦେଶରେ ଟିକା କରଣ ଆରମ୍ଭ ହୋଇଛି। ରାଜ୍ୟର ସବୁ ଜିଲାରେ ଆଜି ଟିକା କରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ କରିଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଦେଖିବା ଆଜି ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ କେମିତି ରହିଥିଲା ଟିକାକରଣ।