Categories: Video

ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ

ଉତ୍ତରପ୍ରଦେଶ ଦେହାତ ପୋଲିସର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ଉପରେ ମାଡି ବସିଛନ୍ତି । ଏହି ସମୟର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର ବୋଲି ସୂଚନା ମିଳିଛି ।