କୁଲ୍‌ ସମର୍‌ ଲୁକ୍‌

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ତା’ସାଙ୍ଗକୁ ବେଳେବେଳେ ଦେହରୁ ବାହାରୁଥିବା ଝାଳ ବି ମେକ୍‌ଅପ୍‌କୁ ଖରାପ କରିଦିଏ; ଫଳରେ ଯୁବତୀଙ୍କୁ ଏଦିନେ ମନମୁତାବକ ଷ୍ଟାଇଲ୍‌ କରିବାକୁ ବହୁତ ଅସୁବିଧା ହୁଏ। ତେଣୁ ଖରାଦିନେ କେଉଁଭଳି ପୋଷାକ ପରିଧାନ କରିବା ସହ କିଭଳି ମେକ୍‌ଅପ୍‌ ନେଲେ ଗରମରୁ ମୁକ୍ତି ମିଳିବା ସହ କୁଲ୍‌ ସମର୍‌ ଲୁକ୍‌ ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…

* ଖରାଦିନେ ମହିଳାମାନେ ନିଜ ଓ୍ବାଡ୍‌ରୋବ୍‌ରେ ଧଳାରଙ୍ଗର ଆଉଟ୍‌ଫିଟ୍‌ ଯେମିତିକି ଧଳାରଙ୍ଗର ଶାର୍ଟ, ମ୍ୟାକ୍ସି ଡ୍ରେସ୍‌, ଲକ୍ଷ୍ନୌସୁଟ୍‌, ଅନାରକଲି, ଶାଢ଼ି, ଶଟର୍‌ସ, ପେନ୍‌ସିଲ୍‌ ସ୍କର୍ଟ ଆଦି ରଖନ୍ତୁ। ଏସବୁକୁ ପିନ୍ଧିଲେ କମ୍ଫର୍ଟେବଲ ଲାଗିବା ସହ କୁଲ୍‌ ଲୁକ୍‌ ମିଳିଥାଏ।
* ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କମ୍ବିନେଶନ ବି ଖରାଦିନେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଖାସ୍‌କରି ବ୍ଲାକ୍‌ କଲର୍‌ର ଜିନ୍ସ ସହ ହ୍ବାଇଟ୍‌ କଲର୍‌ର ଶାର୍ଟ କିମ୍ବା ହ୍ବାଇଟ୍‌ କଲର୍‌ର ଡ୍ରେସ୍‌ ଉପରେ ବ୍ଲାକ୍‌ କଲର୍‌ର ପୋଲ୍‌କା ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ବି ବେଶ୍‌ ଟ୍ରେଣ୍ଡି ଲାଗିଥାଏ।
* ଯୁବତୀ ଚାହିଁଲେ ଧଳା ସାଙ୍ଗରେ ହାଲୁକା ଗୋଲାପୀ, ହଳଦିଆ, କମଳା, ଲାଭେଣ୍ଡର୍‌ କିମ୍ବା ଅଲିଭ୍‌ ଗ୍ରୀନ୍‌ କଲର୍‌ର କମ୍ବିନେଶନ ଥିବା ଯେକୌଣସି ଆଉଟ୍‌ଫିଟ୍‌କୁ ମଧ୍ୟ ଟ୍ରାଏ କରି ଆକର୍ଷଣୀୟ ସମର୍‌ ଲୁକ୍‌ ପାଇପାରିବେ।
* ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବି କୁଲ୍‌ ଲୁକ୍‌ ଦେଇଥାଏ। ଚେକ୍‌, ଷ୍ଟ୍ରାଇପ୍‌, ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌କୁ ବି ଏହିଦିନେ ଟ୍ରାଏ କରାଯାଇପାରେ।
* ସେହିପରି ଖରାଦିନେ ଟାଇଟ୍‌ ଫିଟିଙ୍ଗ୍‌ ଡ୍ରେସ୍‌ ନ ପିନ୍ଧି ଟିକେ ଢିଲା ପୋଷାକ ପିନ୍ଧିଲେ ଆରାମ ଲାଗିଥାଏ। ବିଶେଷକରି କଟନ୍‌ ଫ୍ୟାବ୍ରିକ୍‌ର ଟି-ଶାର୍ଟ, ପ୍ଲାଜୋ, ଲେଗିଙ୍ଗ୍ସ ସହ ଲଙ୍ଗ୍‌ କୁର୍ତ୍ତି, ନି-ଲେଙ୍ଗ୍‌ଥ ଫ୍ରକ୍‌, ସାଲଓ୍ବାର୍‌ ସୁଟ୍‌, ଆସିମେଟ୍ରିକ୍‌ ଟପ୍ସ ତଥା ଶାଢ଼ି ଇତ୍ୟାଦି ଏହିଦିନେ ପିନ୍ଧିଲେ ବେଶ୍‌ କମ୍ଫର୍ଟେବଲ ଲାଗେ।
* ଖରାଦିନେ ଇଭନିଂ ପାର୍ଟିକୁ ଯିବାକୁ ଥିଲେ ସିଫନ୍‌, ଜର୍ଜେଟ କିମ୍ବା ର’ ସିଲ୍କର ଓ୍ବାନ୍‌ ସୋଲ୍ଡର ଅବା ଅଫ୍‌ ସୋଲ୍ଡରବାଲା ଯେ କୌଣସି ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ପାରିବେ। ଏହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
*ତା’ଛଡ଼ା ଏହି ସିଜନ୍‌ରେ ହେଉଥିବା ପାର୍ଟି, ଫଙ୍କ୍‌ଶନ୍‌ ପାଇଁ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର୍‌ କଲର୍‌ର ପାର୍ଟି ଓ୍ବେର୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏପରିକି ଅଲିଭ୍‌ ଗ୍ରୀନ୍‌, ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଅନାରକଲି, ଲେହେଙ୍ଗା-ଚୋଲି, ଟ୍ରାଡିଶନାଲ୍‌ ଗାଉନ୍‌ ଅଥବା ଶାଢ଼ି ବି ଖରାଦିନିଆ ଫଙ୍କ୍‌ଶନ୍‌ ପାଇଁ ବେଷ୍ଟ ଅପ୍ସନ ହୋଇପାରେ।
* ଗ୍ଲାମରସ୍‌ ଲୁକ୍‌ ପାଇଁ ଯୁବତୀ ଚାହିଁଲେ ଖରାଦିନେ ଶିୟର୍‌ ବା ଟ୍ରାନ୍ସପାରେଣ୍ଟ ଡ୍ରେସ୍‌ ବି ଟ୍ରାଏ କରିପାରିବେ। କିନ୍ତୁ ଏହି ଆଉଟ୍‌ଫିଟ୍‌ ସ୍ଲିମ୍‌ଟ୍ରିମ୍‌ ଫିଗର୍‌କୁ ବେଶ୍‌ ଭଲ ମାନିଥାଏ।
* ଏହିଦିନେ ଅଧିକ ଗର୍ଜିୟସ୍‌ ଦେଖାଯାଉଥିବା କିମ୍ବା ହେଭି ଏମ୍ବ୍ରୋଏଡୋରି, ଷ୍ଟୋନ୍‌, ଚୁମ୍‌କି ଅଥବା ମିରର୍‌ କାମ ହୋଇଥିବା ଆଉଟ୍‌ଫିଟ୍‌ ବଦଳରେ ଯଦି ଗୋଲ୍ଡେନ୍‌, ସିଲଭର୍‌ କିମ୍ବା କୌଣସି ହାଲୁକା ରଙ୍ଗର ସିମ୍ପଲ୍‌ ଆଉଟ୍‌ଫିଟ୍‌କୁ ପିନ୍ଧାଯାଏ ତା’ହେଲେ ଆରାମରେ କୁଲ୍‌ ଲୁକ୍‌ ମିଳିଥାଏ।
* ଖରାଦିନେ ଯେତେ ଲାଇଟ୍‌ ମେକ୍‌ଅପ୍‌ ନେବେ ସେତେ ଭଲ। ଝାଳ ପାଇଁ ଓ୍ବାଟର୍‌ ଫ୍ରୁଫ୍‌ ମେକ୍‌ଅପ୍‌ ତ ଏକ ବେଷ୍ଟ ସଲ୍ୟୁସନ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri