Posted inଖେଳ

ଆଇପିଏଲ୍‌ ୨୦୨୪ ପାଇଁ ସରିଲା ଖେଳାଳି ରିଲିଜ-ରିଟେନଶନ: ଜାଣନ୍ତୁ କାହାକୁ ଛାଡ଼ିଲେ କେଉଁ ଦଳ

ନୂଆଦିଲ୍ଲୀ, ୨୬।୧୧:ଆଇପିଏଲ୍‌ ୨୦୨୪ ପାଇଁ ରବିବାର ଖେଳାଳି ରିଲିଜ ଓ ରିଟେନଶନ ପ୍ରକ୍ରିୟା। ଫ୍ରାଞ୍ଚାଇଜ୍‌ମାନେ ଅନେକ ନାମୀ ଖେଳାଳିଙ୍କୁ ଦଳରୁ ରିଲିଜ କରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ
ରିଟେନ ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଡଓ୍ବୋଲ୍ଡ ବ୍ରେଭିସ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ତିଳକ ବର୍ମା, ଟିମ୍‌ ଡାଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କାମେରନ ଗ୍ରୀନ୍‌, ଶାମ୍ସ ମୁଲାନି, ନେହାଲ ଓ୍ବାଧେରା, ଯଶପ୍ରୀତ୍‌ ବୁମ୍‌ରା, କୁମାର କାର୍ତ୍ତିକେୟ, ପୀୟୂଷ ଚାଓ୍ବଲା, ଆକାଶ ମେଧାଓ୍ବାଲ, ଜାସନ ବେହେରନଡର୍ଫ, ରୋମାରିଓ ଶେଫର୍ଡ (ଟ୍ରେଡ୍‌)।
ରିଲିଜ୍‌: ଅର୍ଶତ ଖାଁ, ରମଣଦୀପ ସିଂ, ହ୍ରିତିକ୍‌ ଶୋକେନ, ରାଘବ ଗୋୟଲ, ଜୋଫ୍ରା ଆର୍ଚର, ଟ୍ରଷ୍ଟାନ ଷ୍ଟବ୍ସ, ଡୁଆନ ଜାନସେନ, ଝେ ରିଚାର୍ଡଶନ, ରିଲି ମେରେଡିଥ୍‌, କ୍ରିସ୍‌ ଜୋର୍ଡାନ, ସନ୍ଦିପ ଓ୍ବାରିୟର।
ଗୁଜରାଟ ଟାଇଟନ୍ସ
ରିଟେନ ଖେଳାଳି: ହାର୍ଦ୍ଦିକ ପାଣ୍ଡ୍ୟା (ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ), ଡେଭିଡ ମିଲର, ଶୁବମନ ଗିଲ୍‌, ମାଥ୍ୟୁ ଓ୍ବାଡେ, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ, ଅଭିନବ ମନୋହର, ବି. ସାଇ ସୁଦର୍ଶନ, ଦର୍ଶନ ନଲକନ୍ଦେ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ଟଓ୍ବୋଟିଆ, ମହମ୍ମଦ ଶାମି, ନୁର ଅହମଦ, ଆର. ସାଇ କିଶୋର, ରଶିଦ ଖାଁ, ଜୋଶ୍‌ ଲିଲିଟ, ମୋହିତ ଶର୍ମା।
ରିଲିଜ: ୟାଶ ଦୟାଲ, କେ.ଏସ. ଭରତ, ଶିବମ ମାଭି, ଉଭିଲ ପଟେଲ, ପ୍ରଦୀପ ସଙ୍ଗଓ୍ବନ, ଓଡେନ ସ୍ମିଥ, ଅଲଜାରି ଜୋସେଫ, ଦସୁନ ଶନକା।
ଲକ୍ଷ୍ନୌ ସୁପରଜାଏଣ୍ଟ୍ସ
ରିଟନେ ଖେଳାଳି: ଲୋକେଶ ରାହୁଲ, କ୍ୱିଣ୍ଟନ ଡି’କକ୍‌, ନିକୋଲାସ ପୁରନ, ଆୟୂଷ ବଦୋନି, ଦୀପକ ହୁଦା, କ୍ରିଷ୍ଣାପ୍ପା ଗୋଥାମ, କୃନାଲ ପାଣ୍ଡ୍ୟା, କାୟଲ ମେୟର୍ସ, ମାର୍କୁସ ଷ୍ଟୋଇନିସ, ପ୍ରେରକ ମଙ୍କଡ଼, ଯୁଦ୍ଧବୀର ସିଂ, ମାର୍କ ଉଡ୍‌, ମୟଙ୍କ ଯାଦବ, ମୋହସିନ ଖାଁ, ରବି ବିଷ୍ଣୋଇ, ୟାଶ୍‌ ଟାକୁର, ଅମିତ ମିଶ୍ର, ନବୀନ-ଉଲ-ହକ୍‌।
ରିଲିଜ୍‌: ଡାନିଏଲ ସାମ୍ସ, କରୁଣ ନାୟାର, ଜୟଦେବ ଉନାଡକଟ୍‌, ମନନ ଭୋରା, କରନ ଶର୍ମା, ସୂର୍ଯ୍ୟାଂଶ ଶିଗେ, ସ୍ବପ୍ନିଳ ସିଂ, ଅର୍ପିତ ଗୁଲେରିଆ।
ଟ୍ରେଡ୍‌ ଆଉଟ: ରୋମାରିଓ ଶେଫର୍ଡ, ଆଭେସ ଖାଁ।
ଟ୍ରେଡ୍‌ ଇନ୍‌: ଦେବଦତ୍ତ ପଡିକାଲ।
ସନ୍‌ରାଇଜର୍ସ ହାଇଦ୍ରାବାଦ
ରିଟେନ ଖେଳାଳି: ଅବଦୁଲ ସବଦ, ଏଡେନ ମାରକ୍ରାମ, ରାହୁଲ ତ୍ରିପାଠୀ, ଗ୍ଲେନ୍‌ ଫିଲିପ୍ସ, ହେନରିଚ୍‌ କ୍ଲାସେନ, ମୟଙ୍କ ଅଗ୍ରଓ୍ବାଲ, ଅନମୋଲପ୍ରୀତ ସିଂ, ଉପେନ୍ଦ୍ର ଯାଦବ, ନୀତୀଶ ରେଡ୍ଡୀ, ଅଭିଷେକ ଶର୍ମା, ମାର୍କୋ ଜାନସେନ, ଓ୍ବାଶିଂଟନ ସୁନ୍ଦର, ସନଭିର ସିଂ, ଭୁବନେଶ୍ୱର କୁମାର, ମୟଙ୍କ ମର୍କଣ୍ଡେ, ଉମ୍ରାନ ମଲିକ, ଟି. ନଟରାଜନ, ଫଜଣ ଫାରୁକି।
ରିଲିଜ: ହାରି ବ୍ରୁକ୍‌, ସମର୍ଥ ଭ୍ୟାସ, କାର୍ତ୍ତିକ ତ୍ୟାଗୀ, ବିଭ୍ରାନ୍ତ ଶର୍ମା, ଏକେଲ ହୋସେନ, ଆଡିଲ ରଶିଦ।
ଟ୍ରେଡ୍‌ ଇନ୍‌:ଶାହାବାଜ ଅହମଦ।
କୋଲକାତା ନାଇଟ ରାଇଡର୍ସ
ରିଟନ ଖେଳାଳି: ନୀତୀଶ ରାଣା, ରିଙ୍କୁ ସିଂ, ଶ୍ରେୟସ ଆୟାର, ରହମନୁଲ୍ଲା ଗୁରବାଜ, ସୁନୀଏ ନାରିନ, ଜାସନ ରୟ, ସୂୟାଶ ଶର୍ମା, ଅନୁକୂଳ ରୟ, ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟର, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ।
ରିଲିଜ୍‌: ଶକିବ ଅଲ୍‌ ହାସନ, ଲିଟନ ଦାସ, ଡେଭିଡ ଓ୍ବାଇଜ, ଆର୍ଯ୍ୟ ଦେଶାଇ, ଏନ୍‌. ଜଗଦୀଶନ, ମନଦୀପ ସିଂ, କୁଲଓ୍ବନ୍ତ ଖେଜ୍ରୋଲିୟା, ଶାର୍ଦ୍ଦୂଳ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ୍‌ ସୌଦୀ, ଜନସନ ଚାଲର୍‌ସ।
ଚେନ୍ନାଇ ସୁପର କିଙ୍ଗ୍ସ
ରିଟେନ ଖେଳାଳି: ମହେନ୍ଦ୍ର ସିଂ ଧୋନୀ, ମୋଇନ ଅଲୀ, ଦୀପକ ଚହର, ଡେଭନ କନଓ୍ବେ, ତୁଷାର େrଦଶପାଣ୍ଡେ, ଶିବମ ଦୁବେ, ଋତୁରାଜ ଗାଏକ୍ୱାଡ୍‌, ରାଜବର୍ଦ୍ଧନ ହାଙ୍ଗରଗେକର, ରବୀନ୍ଦ୍ର ଜାଡେଜା, ଅଜୟ ମଣ୍ଡଳ, ମୁକେଶ ଚୌଧାରୀ, ମଥିଶା ପଥିରଣା, ଅଜିଙ୍କ୍ୟ ରାହାନେ, ସେକ୍‌ ରଶିଦ, ମିଚେଲ ସାଣ୍ଟନର, ସିମରଜିତ ସିଂ, ନିଶାନ୍ଦ ସିଦ୍ଧୁ, ପ୍ରଶାନ୍ତ ସୋଲାଙ୍କି, ମହେଶ ଥିକସାନା।
ରିଲିଜ୍‌: ବେନ୍‌ ଷ୍ଟୋକ୍ସ, ଡାଓ୍ବିନ ପ୍ରିଟୋରିଅସ, ଅମ୍ବାତି ରାୟୁଡ଼ୁ, ସିସାନ୍ଦା ମାଗାଲା, କାଏଲ ଜେମିସନ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂ।
ଦିଲ୍ଲୀ କ୍ୟାପିଟାଲ୍ସ
ରିଟେନ ଖେଳାଳି: ରିଷଭ ପନ୍ତ, ଡେଭିଡ ଓ୍ବାର୍ନର, ପୃଥ୍ବୀ ଶ’, ଅକ୍ଷର ପଟେଲର, ମିଚେଲ ମାର୍ଶ, ଏନ୍‌ରିଚ ନୋର୍ଜେ, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ମୁକେଶ କୁମାର, ଲୁନ୍‌ଗି ଏନ୍‌ଗିଡି, ଅଭିଷେକ ପୋରେଲ, ଲଳିତ ଯାଦବ, ୟଶ ଧୂଲ, ପ୍ରବୀଣ ଦୁବେ, ଭିକି ଓସଓ୍ବାଲ, ଖଲିଲ ଅହମଦ।
ରିଲିଜ ଖେଳାଳି: ମନିଷ ପାଣ୍ଡେ, ସର୍ଫରାଜ ଖାନ୍‌, ରିଲି ରୋସୋ, ରିପଲ ପଟେଲ, ରୋଭମାନ ପାଓ୍ବେଲ, ଅମନ ଖାନ୍‌, ପ୍ରିୟମ ଗର୍ଗ, ଚେତନ ସାକାରିୟା, ମୁସ୍ତାଫିଜୁର ରହମନ ଫିଲ୍‌ ସଲ୍ଟ, କମଳେଶ ନାଗରକୋଟି।
ରାଜସ୍ଥାନ ରୟାଲ୍ସ
ରିଟେନ ଖେଳାଳି: ସଞ୍ଜୁ ସାମ୍‌ସନ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା, ନବଦୀପ ସଇନୀ, ଆଭେଶ ଖାନ୍‌ ( କାରବାରରେ ଏଲସିଜିରୁ ଆସିଲେ), ଯଶସ୍ବୀ ଜୟସ୍ବାଲ, କୁଲଦୀପ ସେନ୍‌, ସନ୍ଦୀପ ଶର୍ମା, ର଼୍ୟାନ ପରାଗ, ଧ୍ରୁବ ଜୁରେଲ୍‌, କୁନାଲ ସିଂ ରାଠୋର, ଜୋସ୍‌ ବଟଲର, ଟ୍ରେଣ୍ଟ ବୋଲ୍ଟ, ଆଡାମ ଜାମ୍ପା, ଶମିରନ ହେଟମେର, ଡୋନୋଭାନ ଫେରିରା।
ରିଲିଜ ଖେଳାଳି: ଦେବଦତ୍ତ ପଡିକଲ (କାରବାରରେ ଏସିଜିରୁ ଆସିଲେ), ମୁରୁଗାନ ଅଶ୍ୱିନ, କେ.ସି. କାରିଆପ୍ପା, କେ.ଏମ୍‌ ଅଶିଫ, ଆକାଶ ବଶିଷ୍ଟ, ଅବ୍‌ଦୁଲ ବାଜିଦ, କୁଲଦୀପ ଯାଦବ, ଜୋ ରୁଟ୍‌, ଜାସନ ହୋଲ୍ଡର, ଓବେଡ୍‌ ମ୍ୟାକ୍‌କୟ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ରିଟେନ ଖେଳାଳି: ଫାଫ୍‌ ଡୁ’ପ୍ଲେସି, ଗ୍ଲେନ ମ୍ୟାକ୍ସଓ୍ବେଲ, ବିରାଟ କୋହଲି, ରଜତ ପଟିଦାର, ଅନୁଜ ରାଓ୍ବତ, ଦୀନେଶ କାର୍ତ୍ତିକ, ସୁୟଶ ପ୍ରଭୁଦେଶାଇ, ଓ୍ବିଲ ଜ୍ୟାକ୍ସ, ମହିପାଲ ଲୋମରର, କରନ ଶର୍ମା, ମନୋଜ ଭଣ୍ଡାଗେ, ମୟଙ୍କ ଡାଗର (ଟ୍ରେଡ୍‌), ଭିସାକ୍‌ ବିଜୟକୁମାର, ଆକାଶ ଦୀପ୍‌, ମହମ୍ମଦ ସିରାଜ, ରିସି ଟପ୍‌ଲେ, ହିମାଂଶୁ ଶର୍ମା, ରଞ୍ଜନ କୁମାର।
ରିଲିଜ ଖେଳାଳି: ଓ୍ବାନିନ୍ଦୁ ହସରଙ୍ଗା, ହର୍ଶଲ ପଟେଲ, ଜୋସ୍‌ ହାଜେଲଉଡ, ଫିନ୍‌ ଆଲେନ୍‌, ମାଇକେଲ ବ୍ରେସ୍‌ଓ୍ବେଲ୍‌, ଡେଭିଡ ଓ୍ବିଲି, ଓ୍ବେନ୍‌ ପାର୍ନେଲ, ସୋନୁ ଯାଦବ ଅଭିନାଶ ସିଂ, ସିଦ୍ଧାର୍ଥ କାଉଲ।
ପଞ୍ଜାବ କିଙ୍ଗ୍ସ
ରିଟେନ ଖେଳାଳି: ଶିଖର ଧାଓ୍ବନ, ଜନ୍ନି ବେୟାରଷ୍ଟୋ, ଲିଆମ ଲିଭିଂଷ୍ଟୋନ, ସାମ୍‌ କୁରାନ, ସିକନ୍ଦର ରାଜା, ମାଥ୍ୟୁ ଶର୍ଟ, ଅର୍ଶଦୀପ ସିଂ, କାଗିସୋ ରାବାଡା, ନାଥାନ ଏଲିସ, ପ୍ରଭସିମରନ ସିଂ, ଜିତେଶ ଶର୍ମା, ହରପ୍ରୀତ ଭାଟିଆ, ଅଥର୍ବ ଟାଇଡେ, ରିଷି ଧାଓ୍ବନ, ଶିଭମ ସିଂ, ହରପ୍ରୀତ୍‌ ବ୍ରାର, ରାହୁଲ ଚହର, ଗୁର୍ନୁର ବ୍ରାର, ବିଦ୍ୟାଥ କାଭେରାପ୍ପା।
ରିଲିଜ ଖେଳାଳି: ଭାନୁକା ରାଜପାକ୍‌ସେ, ମୋହିତ ରାଠି, ବଲତେଜ ଧଣ୍ଡା, ରାଜ ଅଙ୍ଗଦ ବାଓ୍ବା, ଶାହରୁଖ ଖାଁ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri