Categories: Video

ଶେଷ ହେଲା ଟୋକିଓ ଅଲିମ୍ପିକ୍ସ

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ ୨୦୨୦ର ଆଜି ସମାପନ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଉତ୍ସବରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେବା ସହିତ ତ୍ରିରଙ୍ଗା ଧରିଥିଲେ । ସମାପନ ସମାରୋହରେ ୧୦ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରିଥିଲେ ।