Categories: Video

Cine Jhalak-Who was Nita Ambani’s first love | ସିନେ ଝଲକ-ନୀତା ଅମ୍ବାନୀଙ୍କ ପ୍ରଥମ ପ୍ରେମ କିଏ

In this brand new episode of Cine Jhalak, DharitriLive brings to you how Ayushmann Khurrana’s upcoming movie ‘Bala’ got its title, clash between Bhaijaan and Khiladi Kumar on Eid 2020, question that earned Aishwarya Rai her Miss World title, dream boy of south siren Kajal Aggarwal and who was the first love of Nita Ambani ? Do watch and give your answers in the comment section..!!

ଆଜିର ଏପିସୋଡରେ ଆମେ ଦେଖିବା ଆୟୁଷ୍ମାନଙ୍କ ବାଲା ଫିଲ୍ମର ଟାଇଟଲ ଏମିତି କେମିତି ହେଲା । କେବେ ଓ କାହିଁକି ଭାଇଜାନ ଏବଂ ଖିଲାଡି ଷ୍ଟାର ହେବେ ସାମ୍ନାସାମ୍ନି । କେଉଁ ପ୍ରଶ୍ନର ଉତ୍ତର ଦେଇ ଐଶ୍ବର୍ଯ୍ୟା ରାୟ ବଚ୍ଚନ ହୋଇଥିଲେ ବିଶ୍ବ ସୁନ୍ଦରୀ । କେମିତିକା ଡ୍ରିମବୟ ଚାହାନ୍ତି ସାଉଥ ସୁନ୍ଦରୀ କାଜଲ ଅଗ୍ରୱାଲ ଓ ନୀତା ଅମ୍ବାନୀଙ୍କ ପ୍ରଥମ ପ୍ରେମ କିଏ ?