Posted inଫୁରସତ

ଅନଲାଇନ୍‌ରେ ଏହି କାମ କରି ମାତ୍ର ୭ ଦିନରେ ୨୦୦ କୋଟି ରୋଜଗାର କଲେ ମହିଳା, ଉପାୟ ଜାଣିଲେ ଆପଣ ବି କରିପାରିବେ

ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି କଷ୍ଟସାଧ୍ୟ ନୁହେଁ। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ କି ଆପଣ ଏଥିପାଇଁ କେଉଁ ପଦ୍ଧତି ଆପଣାଉଛନ୍ତି। ନିକଟରେ ଏଭଳି ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳା ଜଣଙ୍କ ଟଙ୍କା ରୋଜଗାରର ଉପାୟ କହୁଛନ୍ତି, ଯାହା ଦେଖି ପରେ ଲୋକଙ୍କର ଆଖି ପତ୍ତା ପଡୁନାହିଁ। ବାସ୍ତବରେ, ମହିଳା ଅନଲାଇନରେ ଏପରି କାର୍ଯ୍ୟ କରୁଛନ୍ତି ଯାହା ଏହାକୁ ଦେଖୁଥିବା ବହୁ ଲୋକଙ୍କୁ ଆକର୍ଷିତ କରୁଛି । ଆଶ୍ଚର୍ଯ୍ୟର କଥା ହେଉଛି ମହିଳା କେବଳ ୭ଦିନ ମଧ୍ୟରେ ଏହି କାମରୁ ୧୫୫ କୋଟି ଟଙ୍କା ରୋଜଗାର କରିଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ xuan.com.my ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହାକୁ ବହୁତ ଜଣ ଦେଖିସାରିଲେଣି ଏବଂ ତାହାକୁ ପସନ୍ଦ କରାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଅନଲାଇନ୍‌ (୩ ସେକେଣ୍ଡ ଅନଲାଇନ୍‌ ପ୍ରମୋଶନ)ରେ ସାମଗ୍ରୀ ବିକ୍ରୟ କରି କିପରି ଟଙ୍କା ରୋଜଗାର କରୁଛନ୍ତି । କୁହାଯାଉଛି ଯେ, ଅନଲାଇନ୍‌ରେ ସାମଗ୍ରୀ ବିକ୍ରୟ କରିବାରେ କାର୍ଯ୍ୟ କରୁଥିବା ଏହି ମହିଳା ଜଣେ ସୋସିଆଲ ମିଡିଆ ଏନଫ୍ଲୁଏନସର, ଯିଏ ଲାଇଭ ଷ୍ଟ୍ରିମ (ଚାଇନିଜ ଲାଇଭ ଷ୍ଟ୍ରିମର ଭାଇରାଲ ଭିଡିଓ) ମାଧ୍ୟମରେ ଅନଲାଇନରେ ନିଜର ସାମଗ୍ରୀ ବିକ୍ରି କରନ୍ତି। ଦାବି ହେଉଛି ଯେ, ଏହି କାର୍ଯ୍ୟ କରି ମହିଳା ମାତ୍ର ୭ ଦିନରେ ୧୫୫ କୋଟି ଟଙ୍କା ରୋଜଗାର କରିଛନ୍ତି।

 

View this post on Instagram

 

A post shared by ASTRO XUAN (@xuan.com.my)


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri