ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ରାଶିମାନଙ୍କ ପାଇଁ ଶୁଭ ନୁହେଁ…

ଜ୍ୟୋତିର୍ବିଦଙ୍କ ମତରେ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧେୟ। ତେଣୁ ୩ ତାରିଖ ସୂର୍ଯ୍ୟୋଦୟ ପରେ ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ। ଶ୍ରୀମନ୍ଦିରରେ ଦିନବେଳା ଦର୍ଶନ ବନ୍ଦ ରହିବ ଆଉ ରାତିରେ ହେବ ଶ୍ରୀଜିଉଙ୍କ ସୁନାବେଶ। ଯଦିଓ ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ତେବେ ଓଡ଼ିଶାରେ ଏହା ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଗ୍ରହଣ ସ୍ପର୍ଶ ୩ ତାରିଖ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ରେ ସର୍ବମୋକ୍ଷ ହେବ ।

ସେଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ ହେବ। ମୋକ୍ଷ ପ୍ରକ୍ରିୟା ଅପରାହ୍ନ ୫ଟା ୩୩ ମିନିଟରୁ ଆରମ୍ଭ ହେବ। ଜ୍ୟୋତିର୍ବିଦଙ୍କ ମତରେ, ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ମାତ୍ର ୫୭ ମିନିଟ୍‌ ଦୃଶ୍ୟମାନ ହେବ।

ଏହି ଗ୍ରହଣ ସିଂହ, କନ୍ୟା, ବିଛା, ଧନୁ ,ମକର, କୁମ୍ଭ ରାଶି ପାଇଁ ଅଶୁଭ ଥିବା ବେଳେ ମେଷ, ବୃଷ,ମିଥୁନ, କର୍କଟ, ତୁଳା ଓ ମୀନ ପାଇଁ ଶୁଭଙ୍କର ରହିଛି। ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ଇତିହାସରେ ଦୁର୍ଲଭ ଓ ବିରଳ ସଂଯୋଗ। ତେଣୁ ଚନ୍ଦ୍ରଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ଯୁବତୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୨୪ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ଗାଈ ଚରାଳି ଭିନ୍ନକ୍ଷମ ୧୯ ବର୍ଷୀୟା ଯୁବତୀ ୬ ମାସର ଗର୍ଭବତୀ ହେବା ଅଭିଯୋଗରେ…

ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଟଙ୍କଧର: କହିଲେ ନୂଆପଡ଼ାରୁ ମିଳିଲା ଜବାବ

ଭୁବନେଶ୍ୱର,୨୪।୨: ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ…

ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା : ୩ ଘଣ୍ଟିଆ ୱାର୍ନିଂ

ଭୁବନେଶ୍ୱର,୨୪।୨: ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ନିଂ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତିି। ଅନ୍ୟପକ୍ଷେ ପୁରୀ, ମୟୂରଭଞ୍ଜ,…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ବଦଳିଲା କେରଳର ନାଁ: ଜାଣନ୍ତୁ କେରଳମ୍‌ ଶଦ୍ଦର ଅର୍ଥ

ନୂଆଦିଲ୍ଲୀ,୨୪।୨: କେରଳ ରାଜ୍ୟର ନାମକୁ କେରଳମ୍‌ରେ ପରିବର୍ତ୍ତନ କରିବାର ପ୍ରସ୍ତାବ ପୁଣି ଥରେ ଚର୍ଚ୍ଚାରେ ଆସିଛି। କେରଳ ବିଧାନସଭା ପୂର୍ୱରୁ ଦୁଇଥର ସର୍ୱସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ…

ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ: ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ରାଜ୍ୟରେ ମୃତୟନ ହେବେ CAPF ଫୋର୍ସ

ନୂଆଦିଲ୍ଲୀ,୨୪।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ରାଜ୍ୟ ପୋଲିସକୁ ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସି କହିଛନ୍ତି ଯେ,…

ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର, ଏମିତି କହିଦେଲେ ମନ୍ତ୍ରୀ 

ଭୁବନେଶ୍ୱର,୨୪।୨: ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪-୨୫ ମଧ୍ୟରେ ୨…

ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହି ୫ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ୱାର୍ନିଂ

ଭୁବନେଶ୍ୱର,୨୪।୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri