Categories: Video

ବିପଦରେ ଚନ୍ଦକା ଜଙ୍ଗଲ

ଚନ୍ଦକା ଅଭୟାରଣ୍ୟର ଉତ୍ତର ଦିଗରେ ଥିବା କଇଁ ମୁଣ୍ଡି ଗ୍ରାମ ନିକଟରେ ଦେଉଳିଆ ଓ ବାଘରା ଖୋଲ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ଅଗ୍ନିଶମ ବିଭାଗର ୫ ଟି ଦଳ ଦିନ ତମାମ ପ୍ରୟାସ ପରେ ରାତି ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଦେଖନ୍ତୁ କେମିତି ଜଳୁଛି ନିଆଁ।