ବାଲେଶ୍ୱରରେ ବାତ୍ୟା ୟାସ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲା ପ୍ରଶାସନ। ବିଭିନ୍ନ…
ବାଲେଶ୍ୱର ଜିଲାରେ ତାଣ୍ଡବ ରଚିଯାଇଛି ବାତ୍ୟା ୟାସ୍। ଜିଲାର ବାହାନାଗା ବ୍ଲକ ରୂପଖଣ୍ଡ ଗାଁର ଏହି ଦୃଶ୍ୟ ଆପଣ ଦେଖୁଛନ୍ତି। ଯେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍…
ବାତ୍ୟା ୟାସ୍ ର ମୁକାବିଲା ପାଇଁ ଭାଇଜାଗରୁ ଭୁବନେଶ୍ୱର ଆସିଛି ୩୦ ଟି ଜେନେରେଟର । ଏହି ସବୁ ଜେନେରେଟର ଗୁଡିକ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଖୁବ୍…
ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଛି । ବାଲେଶ୍ୱର ଚାନ୍ଦୁପୁର ଅଂଚଳରେ ସୋନପୁର…
ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲାରେ ଗଛ ଡାଳ ପଡି ଜଣଙ୍କର ମୃତ୍ୟୁ ହୋଇଛି ।…
ବାଲେଶ୍ୱର ଜିଲାରେ ବାତ୍ୟାର ତାଣ୍ଡବ ଆରମ୍ଭ କରି ଦେଇଛି । ଆଉ ମାତ୍ର କିଛି ସମୟ ମଧ୍ୟରେ ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଉଁଥିବା ବେଳେ ଇଏ…
ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଇଁବାକୁ ଆଉ ମାତ୍ର କିଛି ସମୟ ବାକି ରହିଥିବା ବେଳେ , ବାଲେଶ୍ୱରରେ ତାର ତାଣ୍ଡବ ଆରମ୍ଭ କରି ଦେଇଛି ।…
ବାତ୍ୟା ୟାସ ଏବେ ଉପକୂଳ ଆଡକୁ ମାଡି ଆସୁଛି। ଉପକୂଳ ଜିଲାରେ ତାର ପ୍ରଭାବ ଆରମ୍ଭ କରି ଦେଲାଣି। ବାଲେଶ୍ୱର ଚାନ୍ଦିପୁରରେ ଜୁଆର ମାଡି ଆସୁଛି। ଦେଖନ୍ତୁ…
ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା ହୋଇଛି, ତା'ର ତଦାରଖ କରିବା ପାଇଁ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। ଶୁଣନ୍ତୁ କ’ଣ କହୁଛନ୍ତି…
ସାମୁଦ୍ରିକ ବାତ୍ୟା ୟାସକୁ ନେଇ ଅଶାନ୍ତ ରହିଛି ସମୁଦ୍ର। ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ…