ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର , ୨୦୨୫ )

     ସୋମବାର, ଭୁବନେଶ୍ୱର ଟାଙ୍ଗିବଁଥରେ ଗୋଟିଏ ୬୨ ଫୁଟ ଉଚ୍ଚ ଦୁର୍ଗା ମୂର୍ତ୍ତି ସୋମବାର, ମହାସପ୍ତମୀ ଅବସରରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଉଛି।

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୫ )

ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ଚାଇନା ମୟୁର ତୋରଣ ଓ ରଙ୍ଗାରଙ୍ଗ ଲାଇଟ       ଭୁବନେଶ୍ୱର ଝାରପଡା ମେଳଣ ପଡିଆ, ସହୀଦ ନଗର ଓ ୟୁନିଟ ୧ରେ ଦୁର୍ଗାପୂଜା ପାଇଁ ତୋରଣ       କଟକର...

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର , ୨୦୨୫ )

 “ଆସନ୍ତା ଶୁକ୍ରବାର ଦୁର୍ଗାପୂଜାକୁ ନେଇ ଭୁବନେଶ୍ୱରର ପୂଜା ପଣ୍ଡାଲଗୁଡ଼ିକ ଜାକଜମକ ଓ ଭବ୍ୟତାରେ ଆଲୋକିତ ହୋଇ ଉତ୍ସବ ମନୋଭାବକୁ ଜାଗ୍ରତ କରୁଛି” ଗୁରୁତର ବର୍ଷାରେ ଶୁକ୍ରବାର ଭୁବନେଶ୍ୱରର ରାସ୍ତା ଜଳମଗ୍ନ ହୋଇପଡ଼ିଛି

ଓଡ଼ିଶା: ଆଜିର ଫଟୋ ( ୨୫ ସେପ୍ଟେମ୍ବର , ୨୦୨୫ )

ଶେଖ ବଜାର ପୂଜା ମଣ୍ଡପରେ ମେଢ ଫ୍ରେମରେ ଚାନ୍ଦି ଅଳଙ୍କାରଗୁଡ଼ିକୁ ଖଚିତ କରୁଥିବା କାରିଗର ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ବୁଧବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ୧୧୦ତମ ଜନ୍ମବାର୍ଷିକୀ ଅବସରରେ ଅନୁଷ୍ଠିତ ସ୍ମୃତି ସଭାରେ...

ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୫ )

କଟକ ବିନୋଦ ବିହାରୀ ବାଲୁବଜାର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଲୀରେ ରୂପରେଖ ଦିଆଯାଉଛି       କଟକର ବିଭିର୍ନ ପୀଠରେ ମାଙ୍କ ବିଭିର୍ନ ରୂପ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା...

ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୫ )

ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ହୋଇଥିବା ଯୋଗୁ ଶ୍ରୀ ମନ୍ଦିର କଡ଼ରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଉଛନ୍ତି     ରାଜଧାନୀରେ ପ୍ରବଳ ବର୍ଷା       କଟକର ବିଭିର୍ନ ଶକ୍ତି ପୀଠରେ...

ଓଡ଼ିଶା: ଆଜିର ଫଟୋ ( ୨୦ ସେପ୍ଟେମ୍ବର , ୨୦୨୫ )

ଚଳିତ ବର୍ଷ ଭୁବନେଶ୍ୱର ରସୁଲଗଡ଼ ଦୁର୍ଗାପୂଜା ପେଣ୍ଡାଲରେ ‘ପାହାଡ଼ରେ ମା’ ଥିମ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ୫ମ ଇଣ୍ଟରନ୍ୟାଶନାଲ ତ୍ରିନେତ୍ର ଆୱାର୍ଡ ଫେଷ୍ଟିଭାଲରେ ଆୟୋଜିତ ଓଡ଼ିଶୀ ନୃତ୍ୟ ପୂର୍ବତନ ସାଂସଦ ଜର୍ଜ ତିର୍କୀଙ୍କ ବିଧାନସଭାରେ ଶେଷ ଦର୍ଶନ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର , ୨୦୨୫ )

ବାରବାଟି ଷ୍ଟେଡିୟମରେ ଆୟୋଜିତ ଓଡ଼ିଶା ପ୍ରୋ T20 ଲିଗର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚଟି ପୁରୀ ଟାଇଟାନ୍ସ ଓ କେନ୍ଦୁଝର ମାଇନର୍ସ ମଧ୍ୟରେ ଖେଳାଯାଇଥିଲା। ପୁରୀ ଟାଇଟାନ୍ସ ଓ କେନ୍ଦୁଝର ମାଇନର୍ସ ମଧ୍ୟରେ ହୋଇଥିବା ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ,କେନ୍ଦୁଝର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri