ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୫ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କ ସହିତ ଆଲୋଚନା କରୁଛନ୍ତି, ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ...
ଓଡ଼ିଶା: ଆଜିର ଫଟୋ ( ୨୫ ଅକ୍ଟୋବର, ୨୦୨୫ )
କଟକ ବାଲିଯାତ୍ରା ତଳ ପଡିଆରେ ଦୋଳି ଓ ଓରମାସ୍ ଷ୍ଟଲ୍ ନିର୍ମାଣ କାମ ଚାଲିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ କଟକ ଗଡଗଡେଶ୍ୱର ମନ୍ଦିର...
ଓଡ଼ିଶା: ଆଜିର ଫଟୋ ( ୨୪ ଅକ୍ଟୋବର , ୨୦୨୫ )
କେପିଟାଲ ହାଇ ସ୍କୁଲରେ ବି.ଏମ୍.ସି. ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଥିଲା।
ଓଡ଼ିଶା: ଆଜିର ଫଟୋ ( ୨୩ ଅକ୍ଟୋବର , ୨୦୨୫ )
କର୍ପୋରେଟର ଅମରେଶ ଜେନା ଝାରପାଡା ଜେଲ୍ରୁ ବାହାରିଲେ
ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୫ )
ଭୁବନେଶ୍ୱର ୟୁନିଟ୍-୧ ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ, ୧୫ରୁ ୨୦ଟି ଦୋକାନ ଜଳି ଛାରଖାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟାଞ୍ଜଳି ଦ୍ୱାରା ଆୟୋଜିତ ୨୦ତମ ବାର୍ଷିକ ନୃତ୍ୟ ଉତ୍ସବ “ଦେବଦାସୀ” 👉 Follow Dharitri –...
ଓଡ଼ିଶା: ଆଜିର ଫଟୋ ( ୨୧ ଅକ୍ଟୋବର, ୨୦୨୫ )
କଟକର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା ଶ୍ୟାମାକାଳୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ କାଳୀ ପୂଜା କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୬ତମ...
ଓଡ଼ିଶା: ଆଜିର ଫଟୋ ( ୨୦ ଅକ୍ଟୋବର , ୨୦୨୫ )
ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁ ମାନେ କାଉଁରିଆ ଜଳି ପିତୃ ପୁରୁଷଙ୍କୁ ଆହ୍ୱାନ କରୁଛନ୍ତି କଟକ ରୋଡ଼ ରିଫ୍ୟୁଜ କଲୋନୀ ସଂଘଶ୍ରୀ କ୍ଲବ୍ ପାଖରୁ ମା କାଳୀ ପୂଜା ଉଦ୍ଯାପିତ ହେଉଛି ଲକ୍ଷ୍ମୀସାଗର ବଙ୍ଗାଳି କଲୋନୀ ଗୁପ୍ତ କୁଟିରରେ ୬୫ ବର୍ଷର ପୁରୁଣା...
ଓଡ଼ିଶା: ଆଜିର ଫଟୋ ( ୧୯ ଅକ୍ଟୋବର , ୨୦୨୫ )
ପୁରୀଘାଟ ଦେବୀଗଡ଼ ଠାରେ ଖୋଲିଥିବା ଅସ୍ଥାୟୀ ବାଣ ଦୋକାନରୁ ବାଣ କିଣିବା ପାଇଁ ଲୋକଙ୍କ ଭିଡ ବିଭିନ୍ନ ପୂଜା ମଣ୍ଡପରେ ପୂଜା ଅପେକ୍ଷାରେ ମା ଶ୍ୟାମା କାଳୀଙ୍କ ମୂର୍ମୟୀ ପ୍ରତିମା
ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୫ )
କଟକ ବାରବାଟୀ ଷ୍ଟାଡିଅମରେ ଚାଲିଥିବା ଓଡିଶା ଓ ବରୋଦା ମଧ୍ୟରେ ରଣଜୀ କ୍ରିକେଟ ମ୍ୟାଚର ଚତୁର୍ଥ ଦିନ: ବରୋଦା ବିଜୟୀ ଦୀପାବଳି ପାଇଁ ୟୁନିଟ ୧ ହାଟରେ କାଉଁରିଆ ଓ ଫୁଲ ବିକ୍ରି ହେଉଛି ...
ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୫ )
କଟକ ରେଭେନଶା ବିଶ୍ୱବିଦ୍ୟାଳୟର Seven Pillers of Wisdom ଅଡିଟୋରିଅମରେ ନାଟ୍ୟ ଉତ୍ସବର ଦ୍ୱତୀୟ ଦିନ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ୍ସିବିସନ୍ ଗ୍ରାଉଣ୍ଡରେ ଆୟୋଜିତ ହେଉଛି ଶୁକ୍ରବାର ଦିନ ସୁନାବେଡ଼ାର ଉଦ୍ଧବ ନାଟ ମଣ୍ଡଳୀ ପକ୍ଷରୁ...
ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୫ )
ଭୁବନେଶ୍ୱର ବାପୁଜି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମହିଳାମାନେ ସିନ୍ଦୂର ଖେଳ ପାଳନ କରୁଛନ୍ତି କଟକ ବାରବାଟି ଷ୍ଟାଡିୟମ୍ରେ ଆୟୋଜିତ ରଣଜୀ କ୍ରିକେଟ୍ ମ୍ୟାଚ: ଓଡ଼ିଶା ବନାମ ବରୋଦା ଭୁବନେଶ୍ୱର ଭଞ୍ଜକଳା...
ଓଡ଼ିଶା: ଆଜିର ଫଟୋ ( ୧୪ ଅକ୍ଟୋବର, ୨୦୨୫ )
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଟେରାକୋଟାରେ ପ୍ରସ୍ତୁତ ସାମଗ୍ରୀ କଟକ ଖାନନଗର ଅଂଚଳରେ ଦିପାବଳୀ ଉପଲକ୍ଷେ ଏକ ପରିବାର ବିକ୍ରୟ ପାଇଁ ପାରମ୍ପରିକ ଚିନିରେ ମିଠା ପ୍ରସ୍ତୁତ କରୁଛନ୍ତି କଟକ ବାଲିଯାତ୍ରା ପାଇଁ...
Archives


