ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪)
ରାଜଧାନୀ ଭୁବନେଶ୍ୱରରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ପକ୍ଷରୁ ୫୩ ଜଣ ଶିକ୍ଷାନିବେଶ ଓଡିଶା ସଚିବ ଦଶରଥି ଶତପଥିଙ୍କୁ ସାକ୍ଷାତ କରିବା ସହ ପରିଭ୍ରମଣ କରୁଛନ୍ତି କଟକ…
ଓଡ଼ିଶା: ଆଜିର ଫଟୋ (୪ ଏପ୍ରିଲ, ୨୦୨୪)
ରାଜଧାନୀରେ ପ୍ରବଳ ଖରାରେ ଯୁବତୀ ମାନେ ହାତରେ ଛତା ଧରି ରୋଡରେ ଯାଉଛନ୍ତି ଅସହ୍ୟ ତାତି କୁ ନେଇ ତୁଳସୀପୁର ଡ଼ିଅର ପାର୍କରେ ଥିବା ହରିଣ ଗଛ ଛାଇ ତଳେ ବିଶ୍ରାମ ନେଉଛନ୍ତି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଣେ ବ୍ୟବସାୟୀ…
ଓଡ଼ିଶା: ଆଜିର ଫଟୋ ( ୩ ଏପ୍ରିଲ, ୨୦୨୪ )
କଟକ ଜେଏନ ଇଣ୍ଡୋର ଷ୍ଟାଡିଅମରେ ରାଜାବଗିଚା ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ କଟକ ଚଣ୍ଡୀ ଛକ ଠାରେ ଥିବା ସରବତ ଦୋକାନ ଉପରେ ସିଏମସି ହେଲଥ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ…
ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୪ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ନାଟ୍ୟଧାରାର ନାଟକ, ‘ଚିଠି’ ଭୁବନେଶ୍ୱର ଜଗନ୍ନାଥ ନଗରରେ ମହିଳାମାନେ ଚୈତ୍ର ମଙ୍ଗଳବାର…
ଓଡ଼ିଶା: ଆଜିର ଫଟୋ (୧ ଏପ୍ରିଲ, ୨୦୨୪)
ଉତ୍କଳ ଦିବସ ପାଳନ ଅବସରରେ କଟକ ଜ଼ିଲ୍ଲା କ୍ରୀଡା ସଂସଦ ପକ୍ଷ୍ୟରୁ ବାରବାଟୀ ଦୁର୍ଗ ନିକଟରୁ ଅନୁଷ୍ଠିତ ଗଣ ଦୌଡ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି
ଓଡ଼ିଶା: ଆଜିର ଫଟୋ ( ୩୦ ମାର୍ଚ୍ଚ, ୨୦୨୪ )
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ କଟକ କଳା ବିକାଶ କେନ୍ଦ୍ର ମହୋତ୍ସବ ଉଦଯାପନୀ ସନ୍ଧ୍ୟାରେ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ପଞ୍ଚୁଦୋଳ ମେଳଣ ହରିହର ଭେଟ
ଓଡ଼ିଶା: ଆଜିର ଫଟୋ (୨୯ ମାର୍ଚ୍ଚ, ୨୦୨୪)
ରସୁଲଗଡ ଗ୍ରାମ ଦୋଳ ମେଳଣ ରେ ଏକାଠି ହୋଇଥିବା ବିମାନ ଓ ଭିଙ୍ଗାରପୁର କଳାକାର ଙ୍କ ଦ୍ୱାରା ଲଉଡ଼ି ଖେଳ ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ଠାରେ ଗୂଡ଼ଫ୍ରାଇଡେ ପାଳନ ହୋଇଯାଇଛି
ଓଡ଼ିଶା: ଆଜିର ଫଟୋ (୨୭ ମାର୍ଚ୍ଚ, ୨୦୨୪ )
ଭୁବନେଶ୍ୱରରେ ପ୍ରବଳ ଖରା – ଜଣେ ବୟସ୍କ ବ୍ୟକ୍ତି ତୃଷ୍ଣା ମେଣ୍ଟାଇବାକୁ ପାଇପରୁ ପାଣି ପିଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୪ )
କଟକ ଶେଖ ବଜାର ଅଂଚଳରେ ହୋଲି ଅବସରରେ ଯୁବତୀମାନେ ପରସ୍ପରକୁ ଅଭିର ଲଗାଇ ଦେଉଛନ୍ତି କଟକ ବାଲୁବଜାର ଅଂଚଳରେ ଯୁବକମାନେ ହୋଲି ପର୍ବ ପାଳନ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୪ )
ଦୋଳ ପୂର୍ଣ୍ଣମୀ ଅବସରରେ ବକ୍ସିବଜାର ବଢ଼େଇ ସାହି ବାସ୍ତରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଦୋଳ ବିମାନ ମେଳଣ
ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୪ )
ଭୁବନେଶ୍ୱର ଜନପଥରେ ମାରୱାଡି ସମ୍ପ୍ରଦାୟର ମହିଳାମାନେ ହୋଲିକା ଦହନ ପର୍ବ ପାଳନ କରୁଛନ୍ତି ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି: ପ୍ରଥମ ଥର ହାତେଇଲା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଟ୍ରଫି ବାଲିଯାତ୍ରା ଉପର…
ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୪ )
ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ-୨୦୨୪’ ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ନାଟକ କୃଷ୍ଣ କୁତୁହଳମର ଏକ ଦୃଶ୍ୟ
Archives


