ଓଡ଼ିଶା: ଆଜିର ଫଟୋ (୧୯ ଏପ୍ରିଲ, ୨୦୨୪)
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ମା ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ଦେବୀଗଡା କାଠଯୋଡ଼ି ନଦୀତଟରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୪)
ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ ବ୍ୟକ୍ତି ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ଅଞ୍ଚଳରେ ପ୍ରବଳ ଖରାରେ କାମ…
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୪ )
ଭୁବନେଶ୍ୱର ରାମମନ୍ଦିର ପରିସରରେ ରାମ ନବମୀ ପାଳନ ଭୁବନେଶ୍ୱରରେ ପ୍ରବଳ ଖରା ଓ ଗରମ କଟକରେ ପୁରୀ ରଥ ଯାତ୍ରା ପାଇଁ କାଠ ଚିରଟ ଅନୁକୂଳ ସମୟରେ ପୂଜାର୍ଚ୍ଚନା
ଓଡ଼ିଶା: ଆଜିର ଫଟୋ ( ୧୬ ଏପ୍ରିଲ, ୨୦୨୪ )
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଭୁ ଶ୍ରୀରାମ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ନାଟ୍ୟ ମହୋତ୍ସବ ପକ୍ଷରୁ ନାଟକ ପରିବେଷଣ
ଓଡ଼ିଶା: ଆଜିର ଫଟୋ (୧୫ ଏପ୍ରିଲ, ୨୦୨୪)
ସୋମବାର ଭୁବନେଶ୍ୱରରେ ୪୧ .୮ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି
ଓଡ଼ିଶା: ଆଜିର ଫଟୋ (୧୪ ଏପ୍ରିଲ, ୨୦୨୪)
ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କୁ ପଣା ବଣ୍ଟନ କରାଯାଉଛି
ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୪ )
ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ ଭୁବନେଶ୍ୱରର ଲୟୋଲା ସ୍କୁଲରେ ଅନୁଷ୍ଠିତ CISCE ଆଞ୍ଚଳିକ ଯୋଗ ଅଲିମ୍ପିଆଡ୍
ଓଡ଼ିଶା: ଆଜିର ଫଟୋ (୧ ୨ ଏପ୍ରିଲ, ୨୦୨୪)
୭୬ତମ ଭୁବନେଶ୍ୱର ପ୍ରତିଷ୍ଟା ଦିବସରେ ଭୁବନେଶ୍ଵରର କିଛି ଅଞ୍ଚଳର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୧୦ ଏପ୍ରିଲ, ୨୦୨୪ )
ଭୁବନେଶ୍ୱରର ବିଜେବି କଲେଜରେ ଟ୍ରକରୁ ଇଭିଏମ୍ ଅନଲୋଡ୍ ହେଉଛି କଟକ ଦରଘା ବଜାର ସ୍ଥିତ କଦମ-ଏ-ରସୁଲ ପବିତ୍ର ଇଦ୍ ପର୍ବ ପାଳନ ଉପଲକ୍ଷେ ଆଲୋକରେ ସଜ୍ଜିତ ଭୁବନେଶ୍ୱର ୟୁନିଟ୍ – ୬ ଗଙ୍ଗନଗରରେ ଦଣ୍ଡ ଯାତ୍ରା
ଓଡ଼ିଶା: ଆଜିର ଫଟୋ (୯ ଏପ୍ରିଲ, ୨୦୨୪)
ହିନ୍ଦୁ ନବ ବର୍ଷ ମହୋତ୍ସବ ପାଳନ ଅବସରରେ କଟକ ପୀଠାପୁରସ୍ଥିତ ମଦନ ମୋହନ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ମା କଟକ ଚଣ୍ଡୀଙ୍କ ମନ୍ଦିରରେ ରାଜ୍ୟପାଳ ରଘୁବର ଦାସଙ୍କ ପୂଜାର୍ଚ୍ଚନା ଭୁବନେଶ୍ୱର ସହିଦ ନଗର…
ଓଡ଼ିଶା: ଆଜିର ଫଟୋ (୮ ଏପ୍ରିଲ, ୨୦୨୪)
ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ‘ହାପି ମୋମେଣ୍ଟସ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଉତ୍କଳ ରତ୍ନ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଉତ୍ସବରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକ…
ଓଡ଼ିଶା: ଆଜିର ଫଟୋ (୭ ଏପ୍ରିଲ, ୨୦୨୪)
କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଭୁବନେଶ୍ୱର ଓର୍ଲଡ ଟାଉନରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପୁରୋହିତମାନେ ‘ଅଖ ଅନୁକୁଳ’ ରୀତିନୀତି କରୁଛନ୍ତି ଭୁବନେଶ୍ୱରରେ ବର୍ଷା, ବମିଖାଲ…
Archives


