ଓଡ଼ିଶା: ଆଜିର ଫଟୋ (୩୧ ମେ, ୨୦୨୪)
ନୃତାଲୟ ତରଫରୁ ସାବିତ୍ରୀ ମହୋତ୍ସବ ଭଞ୍ଜକଳା ମଣ୍ଡପ ଠାରେ ପାଳିତ ହୋଇଛି ବ୍ରହ୍ମପୁର ଆଇ.ଟି.ଆଇ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ଓଡ଼ିଶା: ଆଜିର ଫଟୋ ( ୩୦ ମେ, ୨୦୨୪ )
ପୁରୀରେ ରଥ ଅଖ ନିର୍ମାଣ ପାଇଁ ଲମ୍ବା କାଠକୁ ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ ଗତକାଲି ପୁରୀ ସ୍ଥିତ ନରେନ୍ଦ୍ର ପୁଷ୍କରଣୀ ପରିସରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ଆହତ ପୁଷ୍କରଣୀରେ ବୁଡିଯାଇଥିବା ସନ୍ଦେହ କରି ବୁଡାଳୀ ମାନେ ଖୋଜୁଛନ୍ତି…
ଓଡ଼ିଶା: ଆଜିର ଫଟୋ ( ୨୯ ମେ, ୨୦୨୪ )
କଟକ କ୍ୟାଣ୍ଟନମେଣ୍ଟ ରୋଡ ପାର୍ଶ୍ୱରେ ପ୍ଲାଷ୍ଟିକ ଦୌଡ଼ିରେ ନିର୍ମିତ ଦୋଳି ବିକ୍ରୟ ପାଇଁ ଗ୍ରାହକଙ୍କ ଅପେକ୍ଷାରେ ବୁଲା ବ୍ୟବସାୟୀ ରଥର ଅଖ ଚକ ସଂଯୋଗ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ପୂଜାପଣ୍ଡା ସାମନ୍ତ ରଥଖଳାକୁ ନେଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୪ )
ଜାତୀୟ ଥିଏଟର ମହୋତ୍ସବର ଉଦଯାପନୀ ଦିବସରେ ମୁମ୍ବାଇର କଳାକାର (ଏକରଙ୍ଗ) ମଙ୍ଗଳବାର ଦିନ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ନାଟକ, ‘ନାଟ ସମ୍ରାଟ’ କଟକ ତାଳଦଣ୍ଡା କେନାଲରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୌନ୍ଦର୍ଯ୍ୟକରଣ ଓ ନୌ ବିହାର ଯୋଜନା।…
ଓଡ଼ିଶା: ଆଜିର ଫଟୋ (୨୬ ମେ, ୨୦୨୪)
ସାଇକ୍ଲୋନ ରେମଲ ପ୍ରଭାବରେ ଅଶାନ୍ତ ସମୁଦ୍ର ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ୟୁନିଟ ୪ ର ଦଶମ ଶ୍ରେଣୀ ଛାତ୍ରୀ ଛାତ୍ର ମାନେ ଦଶମ ପରୀକ୍ଷା ଫଳ ବାହାରିବା ପରେ ଖୁସି ମନାଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୫ ମେ, ୨୦୨୪ )
ଭୁବନେଶ୍ୱରର ବିଭିର୍ନ ମତଦାନ କେନ୍ଦ୍ରରେ ମତଦାନ କଟକର ବିଭିର୍ନ ମତଦାନ କେନ୍ଦ୍ରରେ ମତଦାନ ପୁରୀର ବିଭିର୍ନ ମତଦାନ କେନ୍ଦ୍ରରେ ମତଦାନ
ଓଡ଼ିଶା: ଆଜିର ଫଟୋ (୨୪ ମେ, ୨୦୨୪)
ସୂଚନା ଭବନରେ ୧୬ତମ ଅଭିଯାନ ଟ୍ୟାଲେଣ୍ଟ ଆୱାର୍ଡ ୨୦୨୪ରେ ଆୟୋଜିତ ଓଡିଶୀ ନୃତ୍ୟ ୟୁନିଟ ୩ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରେରେ ଭୋଟର ଙ୍କୁ ସହାୟତା କରିବ ଓଲି
ଓଡ଼ିଶା: ଆଜିର ଫଟୋ ( ୨୨ ମେ, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ତରଫରୁ ସ୍ଵର୍ଣ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ସୋ
ଓଡ଼ିଶା: ଆଜିର ଫଟୋ ( ୨୧ ମେ, ୨୦୨୪)
କଟକ ଯୋବ୍ରା ଆନିକଟ ରୋଡରେ ଲିଚୁ ବ୍ୟବସାୟୀ ଫଳ ଗୁଡିକୁ ସତେଜ ରଖିବା ପାଇଁ ଜଳ ସିଞ୍ଚନ କରୁଛନ୍ତି କଟକ ବାଲିଯାତ୍ରା ତଳ ପଡିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପାଇଁ ସଭା ସ୍ଥଳର ପ୍ରସ୍ତୁତି…
ଓଡ଼ିଶା: ଆଜିର ଫଟୋ (୨୦ ମେ, ୨୦୨୪)
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରକୁ ଯାଉଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀ ପୁନମାଗେଟ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ ବାଲିଯାତ୍ରା ଉପର ପଡିଆରେ ବିଜେପି ପକ୍ଷ୍ୟରୁ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଓଡ଼ିଶା: ଆଜିର ଫଟୋ ( ୧୯ ମେ, ୨୦୨୪)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ସ୍ୟାଣ୍ଡ ଆନିମେସନରେ ସ୍ୱାଗତ କରୁଛନ୍ତି ଭାସ୍କର ଶିଳ୍ପୀ ଶ୍ରୀଧର ଦାସ ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଗଞ୍ଜାମ ବକ୍ସିଂ କ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲା ଗ୍ରୀଷ୍ମ କାଳୀନ ମୁଷ୍ଟି ଯୁଦ୍ଧ…
ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୪)
ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଆୟୋଜିତ ୩୭ତମ ବାର୍ଷିକ ନୃତ୍ୟତ୍ସବ ‘ନୃତ୍ୟାମ୍ବଦା’ର ଦ୍ଵିତୀୟ ଦିବସ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନକୁ ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ
Archives


