ଓଡ଼ିଶା: ଆଜିର ଫଟୋ (୧୧ ମାର୍ଚ୍ଚ, ୨୦୨୪ )
ଟୟୋଟା ପକ୍ଷ୍ୟରୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ଆଭେଞ୍ଜର ପ୍ରଶିକ୍ଷଣ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ, ‘କବାଡି ସମାନ’ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟକଳା...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ )
ଇଣ୍ଡିଆନ୍ ମହିଳା ଲିଗ୍ ୨୦୨୩ -୨୪: ଭୁବନେଶ୍ୱରରେ କ୍ରୀଡ଼ା ଓଡିଶା ସହିତ ସେତୁ ଏଫ୍ସି ର ମ୍ୟାଚ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ତଦାରଖ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲର ଚେୟାରମ୍ୟାନ୍ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି...
ଓଡ଼ିଶା: ଆଜିର ଫଟୋ (୮ ମାର୍ଚ୍ଚ, ୨୦୨୪ )
ଶ୍ରୀ ଲୋକନାଥ ପୀଠରେ ଭକ୍ତଙ୍କ ଭିଡ ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠ ମାନଙ୍କ ରେ ଶ୍ରଦ୍ଧାଳୁଙ୍କ ଭିଡ ସହ କ୍ଷୀରା ଅଭିଷେକ ଓ ନାମ ସଂକୀର୍ତ୍ତନ ବକ୍ସି ବଜାର ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିର ଚିନ୍ତାମଣେଶ୍ୱର ମନ୍ଦିରରେ ଜାଗର...
ଓଡ଼ିଶା: ଆଜିର ଫଟୋ (୭ ମାର୍ଚ୍ଚ, ୨୦୨୪ )
ଶିବରାତ୍ରି ପାଇଁ ପୁରୀ ଶ୍ରୀ ଲୋକନାଥ ଙ୍କ ମନ୍ଦିରକୁ ଫୁଲ ରେ ସଜାଯାଇଛି ଆନ୍ଧ୍ରରୁ ଆସିଥିବା ମହିଳା ଜଣକ ମହାଶିବରାତ୍ରି ପାଇଁ ଅରଖ ଫୁଲ ବିକିବା ପାଇଁ ତୋଳୁଛନ୍ତି।
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୪ )
ଭୁବନେଶ୍ୱର ନିଲାଦ୍ରି ବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ବାର୍ଷିକ କଳା ପ୍ରଦର୍ଶନୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ନାଟକ, ‘କାହାର ସେ ଜହ୍ନ ‘
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ପରିବେଷିତ ନାଟକ, ‘ମାଉସି ମା’ କଟକ ଆନନ୍ଦ ଭବନ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭେଟେରାନ ସ୍ପୋର୍ଟ୍ସ ପରସନ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ...
ଓଡ଼ିଶା: ଆଜିର ଫଟୋ (୪ ମାର୍ଚ୍ଚ, ୨୦୨୪ )
ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ରେଭେନ୍ଶା କଲେଜିୟଟ ସ୍କୁଲ ରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ଭୁବନେଶ୍ୱର ୟୁନିଟ ୯ ସ୍କୁଲରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨, ୨୦୨୪ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନାଟ୍ୟଧାରା ପକ୍ଷରୁ ନାଟକ, ‘ଶେଷ କଥା’ ପ୍ରବଳ ଖରା ପାଇଁ ଯୁବତୀ ମାନେ ଛତା ଧରି ଯାଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )
ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ତୁଷାର ଚାରିଟେବଲ ଟ୍ରଷ୍ଟ ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଟର୍ମିନାଲକୁ ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବା ଦାବି ନେଇ ‘ମୁଁ ଓଡ଼ିଆ, ମୋ ଓଡିଶା’ ପକ୍ଷରୁ...
ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )
ଉଦଘାଟନ ଅପେକ୍ଷାରେ କଟକ ବଜ୍ରକବାଟି ସ୍ଥିତ ବକ୍ସ ଡ୍ରେନ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏକ୍ସପ୍ରେସନ ପକ୍ଷରୁ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ, ଶୁକ ସାରୀ କଥା ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର...
ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୭, ୨୦୨୪ )
କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭର୍ଚୁଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ରାଉରକେଲା ନୁପୁର ଅନୁଷ୍ଠାନ ଦ୍ଵାରା ମଞ୍ଚସ୍ଥ ନାଟକ ପବିତ୍ର ପାପର...
Archives


