ଓଡ଼ିଶା: ଆଜିର ଫଟୋ ( ୮ ଅକ୍ଟୋବର, ୨୦୨୪ )
ଭଞ୍ଜକଳା ମଣ୍ଡପରେ ନୃତ୍ୟ ଶିଖା ଅନୁଷ୍ଠାନ ପକ୍ଷରୁ ସମର୍ପଣରେ କୁନି କୁନି ଶିଶୁମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜ଼ାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମା …
ଓଡ଼ିଶା: ଆଜିର ଫଟୋ ( ୫ ଅକ୍ଟୋବର, ୨୦୨୪ )
କଟକ ଶେଖ ବଜ଼ାର ପୂଜା ମଣ୍ଡପରେ ମେଢରେ ଚାନ୍ଦି ଅଳଙ୍କାର ଗୁଡିକ ଖଚିତ କରୁଥିବା କାରିଗର କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଶ୍ରଦ୍ଧାଞ୍ଜଳି କ୍ଲବ…
ଓଡ଼ିଶା: ଆଜିର ଫଟୋ ( ୪ ଅକ୍ଟୋବର, ୨୦୨୪ )
ଝାରପଡା ଦୁର୍ଗାପୂଜା ସମିତିପକ୍ଷରୁ ମା ଦୁର୍ଗାଙ୍କ ମୁର୍ମୟୀ ମୂର୍ତିରେ ରଙ୍ଗ ଦିଆଯାଉଛି
ଓଡ଼ିଶା: ଆଜିର ଫଟୋ ( ୨ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ବୃନ୍ଦାବନ ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ନାଟକ, ‘ସ୍ୱର୍ଗ ୦ କି. ମି.’ କଟକ ସ୍ୱରାଜ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ଅବସରରେ ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦ୍ରାଞ୍ଚଳ କଟକ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ ( ୧ ଅକ୍ଟୋବର, ୨୦୨୪ )
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଆରୋହଣ, ଭୁବନେଶ୍ୱରର ଶାରଦୀୟ ନାଟ୍ୟ ଉତ୍ସବ ପରିବେସିତ ହାସ୍ୟରସାତ୍ମକ ନାଟକ, ‘ବୋପା ରାଣ ଢିଙ୍କି ଗିଳି’ କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ
ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର, ୨୦୨୪ )
କଟକରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ କଟକ ଅନ୍ନପୂର୍ଣ୍ଣା ଥିଏଟରରେ, ଥିଏଟର ଅଭିଯାନ କଟକ ପକ୍ଷରୁ ମଞ୍ଚସ୍ଥ ନାଟକ ‘ରକ୍ତର ରଙ୍ଗ’
ଓଡ଼ିଶା: ଆଜିର ଫଟୋ ( ୨୮ ସେପ୍ଟେମ୍ବର, ୨୦୨୪ )
ସୂଚନା ଭବନରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ବାର୍ଷିକ ସମ୍ମିଳନୀ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ ବର୍ଷ ଅବସରରେ ଖୋର୍ଦ୍ଧା ଜିଲା ଟାଉନହଲ ଜୟୀ ରାଜଗୁରୁ ଭବନ ପରିସରରେ ଆୟୋଜିତ ହୋଇଯାଇଛି ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମ୍ପର୍କିତ…
ଓଡ଼ିଶା: ଆଜିର ଫଟୋ (୨୭ ସେପ୍ଟେମ୍ବର, ୨୦୨୪)
ଆଜି ଭୁବନେଶ୍ୱର ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ରାସ୍ତା ପ୍ରବଳ ଟ୍ରାଫିକ ଜାମ ଅନୁଭୂତ ହୋଇଛି
ଓଡ଼ିଶା: ଆଜିର ଫଟୋ (୨୬ ସେପ୍ଟେମ୍ବର, ୨୦୨୪)
ଶେଖ ବଜ଼ାର ପୂଜା ମଣ୍ଡପରେ ମା ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା
ଓଡ଼ିଶା: ଆଜିର ଫଟୋ ( ୨୫ ସେପ୍ଟେମ୍ବର, ୨୦୨୪ )
ମା ଗଡ଼ଚଣ୍ଡୀଙ୍କ ଗଜ ଲକ୍ଷ୍ମୀ ବେଶ ମା କଟକ ଚଣ୍ଡୀଙ୍କ ସୁନା ବେଶ ପିଠାପୁର ମା ଧାକୁଲେଇଙ୍କ ଷୋଡ଼ଶୀ ବେଶ ନର୍ସିଂ ସିଷ୍ଟରମାନେ ବିଭିନ୍ନ ଦାବି ପୂରଣ ପାଇଁ କାର୍ଯ୍ୟ ବନ୍ଦ କରି…
ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ନାଟ୍ୟ ସଂଘ ଦ୍ୱାରା ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ପରିବେଷଣ ସୂଚନା ଭବନରେ ହିନ୍ଦୁସ୍ତାନୀ ସଂଗୀତ ପର୍ବ, ‘ମହ୍ଲାର ଉତ୍ସବ’ କଟକ ଦୀଵାନ ବଜାର ତନ୍ତୀ ସାହି ଅଂଚଳରେ,…
ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ନାଟକ ପରିବେଷଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି
Archives


