ଓଡ଼ିଶା: ଆଜିର ଫଟୋ (୫ ମାର୍ଚ୍ଚ, ୨୦୨୬ )
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଭବନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟସ୍ତରୀୟ ଭାବେ ପାଳନ କରାଯାଇଛି ଲିଙ୍ଗରାଜ ମନ୍ଦିର ରଥଖଳାରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ…
ଓଡ଼ିଶା: ଆଜିର ଫଟୋ ( ୪ ମାର୍ଚ୍ଚ, ୨୦୨୬ )
କଟକରେ ରଙ୍ଗର ପର୍ବ ହୋଲିର ଆସର ବ୍ରହ୍ମପୁରରେ ହୋଲି ଖେଳ
ଓଡ଼ିଶା: ଆଜିର ଫଟୋ ( ୩ ମାର୍ଚ୍ଚ, ୨୦୨୬ )
ପୁରୀରେ ପବିତ୍ର ଦୋଳଯାତ୍ରା ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୂଦେବୀ ଓ ଶ୍ରୀଦେବୀଙ୍କର ଦୋଳମଣ୍ଡପକୁ ଶୋଭାଯାତ୍ରାରେ ବିଜେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟ 👉 Follow Dharitri – Odisha’s No.1 Trusted Odia…
ଓଡ଼ିଶା: ଆଜିର ଫଟୋ ( ୨ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱରରେ ମାଟ୍ରିକ୍ ପରୀକ୍ଷା ସରିବା ପରେ, ପରୀକ୍ଷାର୍ଥୀମାନେ ସେମାନଙ୍କ କେନ୍ଦ୍ର ସମ୍ମୁଖରେ ହୋଲି ପାଳନ କରୁଛନ୍ତି କଟକ ନୟାସଡକ ଅଂଚଳରେ ମାରୱାଡି ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ହୋଲିକା ଦହନ ପୂଜା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ…
ଓଡ଼ିଶା: ଆଜିର ଫଟୋ ( ୧ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ISL ମ୍ୟାଚ୍: ଓଡିଶା ଏଫସି ବନାମ ଚେନ୍ନାଇଇନ୍ ଏଫସି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପରିବେଷିତ ଡ୍ରାମା, ‘କୋଣାର୍କ ଆଖିର ଲୁହ’ 👉 Follow Dharitri – Odisha’s No.1 Trusted…
ଓଡ଼ିଶା: ଆଜିର ଫଟୋ ( ୨୮ ଫେବୃଆରୀ, ୨୦୨୬ )
ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ ପାଳନ ପୁରୀ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁ ବେଣ୍ଟ ନୀତି ସମ୍ପନ୍ନ କରୁଛନ୍ତି 👉 Follow Dharitri – Odisha’s No.1 Trusted…
ଓଡ଼ିଶା: ଆଜିର ଫଟୋ ( ୨୭ ଫେବୃଆରୀ, ୨୦୨୬ )
ଫଗୁ ଦଶମୀ ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୁଦେବୀ ଶ୍ରୀଦେବୀଙ୍କ ସହ ନୀତି ପାଇଁ ଯାଉଛନ୍ତି ରଙ୍ଗଶାଳା ପକ୍ଷରୁ ପୁରୀ ଅର୍ଣ୍ଣପୁର୍ଣ୍ଣ ରଙ୍ଗମଞ୍ଚ ପକ୍ଷରୁ ନାଟକ ଉଲ୍ଲୁପୀର ଏକ ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୨୫ ଫେବୃଆରୀ, ୨୦୨୬ )
ଚାଷୀମାନେ ଭୁବନେଶ୍ୱରର OUATରେ ନୂତନ ଅମଳ ହୋଇଥିବା ବେବି କର୍ଣ୍ଣକୁ ସଜାଡୁଛନ୍ତି କଟକ ବାରବାଟି ଷ୍ଟାଡିୟମରେ ଏସିଆନ୍ ଡିଫ୍ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ T20 କ୍ରିକେଟ୍ ମ୍ୟାଚରେ ଭାରତ ଚାମ୍ପିଅନ୍ କଟକ ବାଙ୍କା ବଜାରସ୍ଥିତ…
ଓଡ଼ିଶା: ଆଜିର ଫଟୋ ( ୨୪ ଫେବୃଆରୀ, ୨୦୨୬ )
ରାଜଧାନୀ ଭୁବନେଶ୍ୱରରେ ବର୍ଷା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ISL ମ୍ୟାଚ୍: ଓଡ଼ିଶା ଏଫସି ବନାମ ଇଣ୍ଟର କାଶୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀର କଳାକାରଙ୍କ ପକ୍ଷରୁ ନାଟକ ‘କର୍ଣ୍ଣ’ ପରିବେଷଣ 👉…
ଓଡ଼ିଶା: ଆଜିର ଫଟୋ (୨୩ ଫେବୃଆରୀ, ୨୦୨୬ )
ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ପୁନର୍ବାର କଲେଜ ପରିସରରେ ଧରଣାରେ ବସିଲେ ଛାତ୍ରୀମାନେ ସୋମବାର ଭୁବନେଶ୍ୱରର ରାମ ମନ୍ଦିର ନିକଟରେ ଆୟୋଜିତ ଏଆଇ ସମ୍ମିଳନୀ ସମୟରେ ଯୁବ କଂଗ୍ରେସ କର୍ମୀମାନଙ୍କର ପ୍ରତିବାଦକୁ ନିନ୍ଦା କରି ବିଜେପି…
ଓଡ଼ିଶା: ଆଜିର ଫଟୋ (୨୨ ଫେବୃଆରୀ, ୨୦୨୬ )
ଉତ୍କଳ ମଣ୍ଡପରେ MD Creation Group ପକ୍ଷରୁ ସୋମବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଜଳକ୍ରୀଡ଼ା ଶିବିରର ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ ସୂର୍ୟବଂଶୀ ସୁରଜ ରେସିଂ ବୋଟ୍ ଚଳାଉ ଥିବାର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ (୨୧ ଫେବୃଆରୀ, ୨୦୨୬)
କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି, ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଛାତ୍ରୀଙ୍କ ଧାରଣା ଚାଷି ମାମଲାକୁ ନେଇ ଓଡିଶା ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା 👉 Follow Dharitri –…
Archives


