ଓଡ଼ିଶା: ଆଜିର ଫଟୋ ( ୧୨ ଫେବୃଆରୀ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରମାନେ ନାଟକ ‘ଦେବଦାସୀ’ ପରିବେଷଣ କରୁଛନ୍ତି ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫: ଭୁବନେଶ୍ୱରରେ ବିଧାୟକ-କମ୍-ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଅଭିନେତା ଅର୍ଜୁନ କପୁରଙ୍କ ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୫ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି ପୁରୀ ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗିତା ଆରମ୍ଭ
ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ , ୨୦୨୫ )
କଟକ ରେଲ୍ୱେ ଷ୍ଟେସନ ନିକଟରେଥିବା ଦୋକାନ ଗୃହ ଗୁଡିକୁ ରେଲ୍ୱେ ପକ୍ଷ୍ୟରୁ ଉଛେଦ କରାଯାଉଛି ସିଡ଼ିଏ ଅଂଚଳ ରେ ଥିବା ଆମ୍ବ ଗଛ ରେ ବଉଳର ସମ୍ଭାର ବାରବାଟୀ ଷ୍ଟାଡ଼ିଅମରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିତୀୟ ଏକଦିବସୀୟ ଇଣ୍ଟେରନେସନଲ…
ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୫ )
ଧଉଳି କଳିଙ୍ଗ ମହୋତ୍ସବ -୨୦୨୫ର ଦ୍ୱିତୀୟ ଦିନ ଭୁବନେଶ୍ୱର ରାମ ମନ୍ଦିରରେ NGO ‘ପ୍ରୟାସ’ ଦ୍ୱାରା ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମ
ଓଡ଼ିଶା: ଆଜିର ଫଟୋ ( ୬ ଫେବୃଆରୀ, ୨୦୨୫ )
ପୁରୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ପାରାଗ୍ଲାଇଡିଂ ପାଇଁ ପରୀକ୍ଷଣ ଉଡ଼ାଣ ଚାଲିଛି କମିଶନରେଟ ପୋଲିସ୍ ପକ୍ଷରୁ କ୍ରିକେଟ୍ କାର୍କେଡ୍
ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୫ )
କଟକ ବାରବାଟୀରେ ଟିକେଟ ବିକ୍ରି ଆରମ୍ଭ, ଲୋକଙ୍କ ଗହଳି
ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୫ )
ଭୁବନେଶ୍ୱରରେ ଖଣ୍ଡଗିରି ମେଳା ଆରମ୍ଭ ରବୀନ୍ଦ୍ର ମଣ୍ଡପରେ ବାଗଦେବୀ ନାଟକ ଉତ୍ସବ ପକ୍ଷରୁ ନାଟକ, ‘ଚିତ୍ର ପ୍ରତିମା’ ବାରବାଟୀରେ ଟିକେଟ କାଉଣ୍ଟର ନିକଟରେ ଲୋକଙ୍କ ଗହଳି
ଓଡ଼ିଶା: ଆଜିର ଫଟୋ ( ୨ ଫେବୃଆରୀ , ୨୦୨୫ )
ଭୁବନେଶ୍ୱରର ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ଉତ୍ସବ ପାଳନ କରାଯାଇଛି ଭୁବନେଶ୍ୱରର ଅନେକ ଶିକ୍ଷା ଅନୁଷ୍ଠାନରେ ସରସ୍ବତୀ ପୂଜା ହୋଇଯାଇଛି ଭୁବନେଶ୍ୱର ୟୁନିଟ-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ବତୀ ପୂଜା
ଓଡ଼ିଶା: ଆଜିର ଫଟୋ ( ୧ ଫେବୃଆରୀ, ୨୦୨୫ )
ସରସ୍ୱତୀ ପୂଜା ଉପଲକ୍ଷେ ସରସ୍ୱତୀଙ୍କ ମୂର୍ତ୍ତି ବିକ୍ରି ପାଇଁ ରଖାଯାଇଛି କଟକ ବାରବାଟୀ ଷ୍ଟାଡିଅମରେ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏକଦିବସୀୟ ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି …
ଓଡ଼ିଶା: ଆଜିର ଫଟୋ ( ୩୧ ଜାନୁଆରୀ, ୨୦୨୫ )
କଟକ କୁମ୍ଭାର ସାହିର ଜଣେ କାରିଗର ଆଗକୁ ସରସ୍ୱତୀ ପୂଜା ଥିବାରୁ ସରସ୍ୱତୀ ମୂର୍ତ୍ତି ଗୁଡିକୁ ରଙ୍ଗ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୩୦ ଜାନୁଆରୀ, ୨୦୨୫ )
ଭୁବନେଶ୍ୱର ଜନତା ମଇଦାନରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା-୨୦୨୫ ଏକ୍ସପୋ, ଦର୍ଶକଙ୍କ ଭିଡ଼ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଡିଲାଇଟ୍ ଏଣ୍ଟରଟେନ ଦ୍ୱାରା ଆୟୋଜିତ ବାର୍ଷିକ ସାଂସ୍କୃତିକ ସଂଗୀତ କାର୍ଯ୍ୟକ୍ରମ
ଓଡ଼ିଶା: ଆଜିର ଫଟୋ ( ୨୮ ଜାନୁଆରୀ , ୨୦୨୫ )
ମହାନଦୀରେ ଜଳ କ୍ରୀଡା କରୁଥିବା ପକ୍ଷୀ
Archives


