ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ, ୨୦୨୬ )
ମା ଗଡ଼ଚଣ୍ଡୀଙ୍କୁ ପୁଷ୍ପ ଓ ବିଭିନ୍ନ ପ୍ରକାରର ଫଳରେ ସୁସଜିତ କରାଯାଇଛି ସୂଚନା ଭବନରେ ମୋଖ୍ୟ ଅନୁଷ୍ଠାନ ପକ୍ଷରୁ ଅନ୍ୟନ୍ୟା ଓଡ଼ିଶୀ ନୃତ୍ୟ ଅଭିନୟ କରାଯାଇଛି 👉 Follow Dharitri – Odisha’s No.1 Trusted Odia Daily 📰✨
Odisha: Today’s pics March 16, 2026
ଉତ୍କଳ ମଣ୍ଡପରେ ସୋମବାର ଜୟଦେବ ସମାରୋହ ଆୟୋଜିତ ହୋଇଯାଇଛି ଭୁବନେଶ୍ୱରର ମେଫେୟାରରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଦିଲୀପ ରାୟଙ୍କ ଉପସ୍ଥିତିରେ ଉତ୍ସବ ପାଳନ
ଓଡ଼ିଶା: ଆଜିର ଫଟୋ (୧୫ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱରରେ ଏଲପିଜି (LPG) ଅଭାବ ମଧ୍ୟରେ କୋଇଲା ବିକ୍ରି ଓ ଚାହିଦା ବଢ଼ିଛି
ଓଡ଼ିଶା: ଆଜିର ଫଟୋ ( ୧୪ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ହୀରାପୁରର ୬୪ ଯୋଗିନୀଙ୍କୁ ନେଇ “ଏକା ଦି ଓ୍ଵାନ୍” କଳା ପ୍ରଦର୍ଶନୀ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅସୀମ ବସୁ ଫାଉଣ୍ଡେସନ୍ ପକ୍ଷରୁ ଅସୀମ ନାଟ୍ୟ ମହୋତ୍ସବ ଅବସରରେ ନାଟକ “ସେବତୀର…
ଓଡ଼ିଶା: ଆଜିର ଫଟୋ (୧୩ ମାର୍ଚ୍ଚ, ୨୦୨୬ )
ନୃତ୍ୟାୟନ ପକ୍ଷରୁ ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ ମୀରା ନୃତ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୬ )
ଭଞ୍ଜକଳା ମଣ୍ଡପରେ ପଞ୍ଚମବେଦ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସମାପନ ଦିନ: ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ୱର ପକ୍ଷରୁ “ସୁଣ ସୁଜନେ” ନାଟକ ପ୍ରଦର୍ଶନ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ୍ ଯୋଗେ ଧମକ ପରେ ସନ୍ଧାନୀ କୁକୁର ଓ…
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୬ )
ରାଜଧାନୀରେ ପ୍ରବଳ ଖରା କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ, ଚ୍ୟାମ୍ପିୟନ୍ ଟ୍ରୋଫି ସହିତ ସୁନ୍ଦରଗଡ଼ ଟିମ୍ ଏବଂ ରନର୍ସ-ଅପ୍ କଟକ ‘ଏ’ ଟିମ୍ …
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୬ )
ରବୀନ୍ଦ୍ର ମଣ୍ଡପରେ ଅନନ୍ୟ ନାଟ୍ୟ ଉତ୍ସବରେ ରଙ୍ଗମ୍ ଦ୍ୱାରା ନାଟକ ‘ସମ୍ପର୍କ’ ପ୍ରଦର୍ଶନ କରାଯାଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ରସୁଲଗଡ଼ ଜଗନ୍ନାଥ ନଗରରେ ମହିଳାମାନେ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ଭଞ୍ଜକଳା ମଣ୍ଡପରେ ପଞ୍ଚମ ବେଦ, ଦ୍ଵାଦଶତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ…
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ, ୨୦୨୬ )
ବକ୍ସରାବାଦ ସ୍ଥିତ ଗାନ୍ଧୀ ଭବନରେ ‘ନାରୀ ସୁରକ୍ଷା ଓ ଆଶୀର୍ବାଦ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନଙ୍କ ସମ୍ମୁଖରେ ପରିବେଶିତ ହେଲା ଓଡିଶୀ ନୃତ୍ୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଅନନ୍ୟ ନାଟ୍ୟ ଉତ୍ସବ’ ଅବସରରେ…
ଓଡ଼ିଶା: ଆଜିର ଫଟୋ ( ୮ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନରୁ ବିଏମସି କାର୍ଯ୍ୟାଳୟକୁ ମହିଳା ଦିବସରେ ମାରାଥନ କାର୍ଯ୍ୟକ୍ରମ ମହିଳା ଦିବସରେ ଏକ୍ସିବିସନ୍ ଗ୍ରାଉଣ୍ଡ ଷ୍ଟଲରେ ମହିଳା ପୋଲିସ୍ ପକ୍ଷରୁ ମହିଳା ଦିବସ ପାଳନ 👉 Follow Dharitri –…
ଓଡ଼ିଶା: ଆଜିର ଫଟୋ ( ୭ ମାର୍ଚ୍ଚ, ୨୦୨୬ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସ୍କୁଲ ପିଲାମାନେ ଏକ ସଂଗୀତ ନାଟକ, ‘ଅଭିମନ୍ୟୁ ବଧ’ ପରିବେଷଣ କରୁଛନ୍ତି ଭୁବନେଶ୍ୱରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କ କଳାକୃତି 👉 Follow Dharitri…
ଓଡ଼ିଶା: ଆଜିର ଫଟୋ (୬ ମାର୍ଚ୍ଚ, ୨୦୨୬ )
ଶୁକ୍ରବାର ଲଳିତକଳା ଏକାଡେମୀରେ କେତକି ଫାଉଣ୍ଡେସନ୍ ପକ୍ଷରୁ ” Let a Thousand flowers Bloom” କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ଶୁକ୍ରବାର ସୁଶମା ସଙ୍ଗୀତ ସଦନ ପକ୍ଷରୁ ରବିନ୍ଦ୍ର ମଣ୍ଡପରେ ଗୁରୁ ପ୍ରଣାମ ଉତ୍ସବ ଅନୁଷ୍ଠିତ ହୋଇଛି
Archives


